ଧାମନଗର: ଚର୍ଚ୍ଚାର ବିଷୟ ପାଲଟିଛି ଏକ ବଡ଼ ବିଷୟ। ସୂଚନା ଅନୁଯାୟୀ ଧାମନଗର ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର କାନ୍ଥରେ ଡଃ ହରେକୃଷ୍ଣ ମହତାବଙ୍କ ନାଁ ହରେକୃଷ୍ଣ ମହାନ୍ତି ଲେଖାଯିବା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିିଥିଲା। ଗତକାଲି ଏହା ଦେଖିବାପରେ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚାରେ ରହିଛି ଏହି ବିଷୟ। ରାଜ୍ୟ ସରକାର ଓ ୫ଟି ସଚିବ ଓଡ଼ିଶାର ବିକାଶ ପାଇଁ ଅନେକ ରୂପାନ୍ତରଣ କରୁଛନ୍ତି କିନ୍ତୁ ଏଭଳି ମହାପୁରୁଷଙ୍କ ଅପମାନ କରିବା କଣ ଉଚିତ୍ କି? ଏପଟେ ନବୀନ ସରକାର ଓଡିଆ ଭାଷା ସମ୍ମିଳନୀ କରି ଓଡ଼ିଆ ସଂସ୍କୃତି ଓ ଭାଷା କୁ ପ୍ରଚାର କରୁଛନ୍ତି ଆରପଟେ ମହାପୁରୁଷଙ୍କ ଅପମାନ ହୋଇ ଚାଲିଛି। ଏହାପରେ ସାମାଜିକ କର୍ମୀ ବିଜୟ ରାମ ବ୍ୟକ୍ତିଗତ ଭାବେ ଦାୟିତ୍ଵ ନେଇ ଏହାକୁ ସଂଶୋଧନ କରାଇଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *