Tag: Harekrushna Mahatab

ହରେକୃଷ୍ଣ ମହତାବଙ୍କ ଭୁଲ ନାମ ବିଦ୍ୟାଳୟ କାନ୍ଥରେ ଲେଖାଯିବାକୁ ନେଇ ଭାଇରାଲ ହେଲା ଫଟୋ

ଧାମନଗର: ଚର୍ଚ୍ଚାର ବିଷୟ ପାଲଟିଛି ଏକ ବଡ଼ ବିଷୟ। ସୂଚନା ଅନୁଯାୟୀ ଧାମନଗର ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର କାନ୍ଥରେ ଡଃ ହରେକୃଷ୍ଣ ମହତାବଙ୍କ ନାଁ ହରେକୃଷ୍ଣ ମହାନ୍ତି ଲେଖାଯିବା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିିଥିଲା। ଗତକାଲି ଏହା ଦେଖିବାପରେ…