ବଢ଼ିଲା ସୁନା ଦର । ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ବଢ଼ିଲା ସୁନା ଦର। ୨୪ କ୍ୟାରେଟ୍ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି । ୨୪ କ୍ୟାରେଟ୍ ସୁନାଦର ହେଲା ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୨,୭୫୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍ ସୁନା ଦର ହେଲା ୧ଲକ୍ଷ ୫୩ ହଜାର ୯୦୦ ଟଙ୍କା । ୧୮ କ୍ୟାରେଟ୍ ସୁନା ଦର ୧୦ ହଜାର ୪୩୦ ଟଙ୍କା ବଢି ୧ ଲକ୍ଷ ୨୫ ହଜାର ୯୨୦ ଟଙ୍କା ହୋଇଛି। Post navigation Rahul Gandhi Slams “Opaque” CBI Chief Appointment Process Former MLA Ayub Khan Passes Away: ପୂର୍ବତନ ବିଜେଡି ବିଧାୟକ ଆୟୁବ୍ ଖାନ୍ଙ୍କ ଦେହାନ୍ତ