ନୂଆ ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ କେ କବିତାଙ୍କ ଜାମିନ ଆବେଦନକୁ ବିରୋଧ କରି କରି କହିଛନ୍ତି ଯେ କବିତା ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ । ଯଦି ସେ ଜାମିନରେ ମୁକ୍ତ ହୁଅନ୍ତି ତେବେ ସେ ଏହି ମାମଲା ସହ ଜଡିତ ଥିବା ସାକ୍ଷୀ ଓ ପ୍ରମାଣକୁ ପ୍ରଭାବିତ କରି ପାରନ୍ତି ।
ଦିଲ୍ଲୀ ମଦ ଘୋଟା ଲା ମାମଲାରେ ସିବିଆଇ ଓ ଇଡି ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲାରେ ଅଭିଯୁକ୍ତ ବିଆରଏସ ନେତା କେ କବିତାଙ୍କ ଜାମିନ ଆବେଦନ ଉପରେ ମେ ୬ ନିଷ୍ପତ୍ତି ନିଆଯିବ । କେ କବିତା ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ସିବିଆଇ ଏହି ଆବେଦନକୁ ବିରୋଧ କରିଛି । ତାଙ୍କୁ ଜାମିନ ମିଳେ ତେବେ ସେ ସାକ୍ଷୀ ଓ ପ୍ରମାଣକୁ ନଷ୍ଟ କରି ପାରନ୍ତି ଯାହା ଦ୍ୱାରା ତଦନ୍ତ ନିଶ୍ଚିତ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ ଅନୁମତି ଦିଆଯିବ ଉଚିତ ବୋଲି ସିବିଆଇ କହିଛି ।

By SonaliP

Leave a Reply

Your email address will not be published. Required fields are marked *