ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର। ‘ପ୍ରଥମ ପର୍ଯାୟରେ ବିଜେଡି ବିପୁଳ ସମର୍ଥନ ପାଉଛି’,‘ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଓହ୍ଲାଇଲେ ତାର ପ୍ରଭାବ ପଡୁଛି,ଅନ୍ୟ ରାଜ୍ୟରେ ବିଜେପିକୁ ସଫଳତା ମିଳୁନଥିବାରୁ ଓଡ଼ିଶା ଉପରେ ଫୋକସ କରୁଛନ୍ତି ବିଜେପି ନେତା। ହେଲେ ଯିଏ ଆସିଲେ ବି କିଛି ପ୍ରଭାବ ପଡ଼ିବ ନାହିଁ ଏଥର ପୁଣି ଓଡ଼ିଶାରେ ବିଜେଡି ସରକାର ଗଢ଼ିବ ବୋଲି ଦେବୀ ମିଶ୍ର କହିଛନ୍ତି। Post navigation ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ପ୍ରଣବ ପ୍ରକାଶ ଦାସ: ପିତାମ୍ବର ଆଚାର୍ଯ୍ୟ ବିଜେଡ଼ି ଭୋଟ ବ୍ୟାଙ୍କ ପାଇଁ ଏସ୍ଏଚଜିର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଲା ବିଜେପି