ରାଜଧାନୀରେ ଗର୍ଜିଲା କଂଗ୍ରେସ । ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ । କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ । ଆନ୍ଦୋଳନ ବେଳେ ମୁହାଁ ମୁହିଁ ପରିସ୍ଥିତ ଦେଖିବାକୁ ମିଳିଛି। ପୋଲିସ ଉପରକୁ ଟମାଟୋ ମାଡ଼ କରିଛି କଂଗ୍ରେସ । Post navigation 3 arrested in Chandranath Rath Murder Case