Category: ରାଜ୍ୟ

ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ; ବୀର ବିକ୍ରମ ଯାଦବଙ୍କ ଛୁଟି

୧୯୯୬ ବ୍ୟାଚର ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ହୋଇଛନ୍ତି। ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ପରେ ବୀର ବିକ୍ରମ ଯାଦବଙ୍କ ଛୁଟି ହୋଇଯାଇଛି। ଶ୍ରୀ ପାଢ଼ୀଙ୍କ ପ୍ରଶାସନିକ ଦକ୍ଷତା ରହିଛି। ମହାପ୍ରଭୁଙ୍କ ବାହୁଡ଼ା…

ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ଘୋଷଣା

ଅଗ୍ନିପଥ ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ପୂର୍ବତନ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମରିକ ବାହିନୀ BSF, CISF, SSB, RPF, CRPFରେ ନିଯୁକ୍ତି ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥାରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ଏଥିପାଇଁ କୌଣସି ଶାରୀରିକ…

ଚଠି ବନାମ ଚିଠି: ନବୀନଙ୍କୁ ମୋହନଙ୍କ ଉତ୍ତର

ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଅଘଟଣରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଚିଠିର ଉତ୍ତର ରଖିଛନ୍ତି। ଆଉ କହିଛନ୍ତି, ଜଗତର ନାଥ ଜଗନ୍ନାଥ…

ନଗର ଉନ୍ନୟନ ବିଭାଗ ସଚିବ ଭାବେ ଉଷା ପାଢ଼ୀଙ୍କ ଦାୟିତ୍ୱ ଗ୍ରହଣ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀମତୀ ଉଷା ପାଢ଼ୀ। ଦାୟିତ୍ୱ ଗ୍ରହଣ ପରେ ସେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଏହାର ଭବିଷ୍ୟତ ଦୃଷ୍ଟିକୋଣ ନେଇ ଆଲୋଚନା କରିଥିଲେ…

ମହରମ ବେଳେ ମୁଖ୍ୟ ରାସ୍ତାରେ ବାହାରିବନି ଧାର୍ମିକ ଶୋଭାଯାତ୍ରା

ଉତ୍ତରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସିଥିଲା। ବୈଠକରେ ସମ୍ୱଲପୁରରେ ଚଳିତ ବର୍ଷ ମହରମ ପାଳନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମହରମ ବେଳେ ମୁଖ୍ୟ ରାସ୍ତାରେ ଧାର୍ମିକ ଶୋଭାଯାତ୍ରା ବାହାରିବ ନାହିଁ ବୋଲି କୁହାଯାଇଛି। ନିଜ ନିଜ ପଡା…

ବଜେଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବୈଠକ

ବଜେଟ୍ ପୂର୍ବରୁ ସିଏମଙ୍କ ବୈଠକ । ଲୋକସେବା ଭବନରେ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ ନେଇ ସମୀକ୍ଷା ସହ ଅର୍ଥନୈତିକ ସର୍ଭେର ଉପସ୍ଥାପନା ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଛନ୍ତି…

ପହଣ୍ଡି ଅଘଟଣରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା

ପହଣ୍ଡି ବେଳେ ହୋଇଥିବା ଅଘଟଣକୁ କେନ୍ଦ୍ରକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା । କ୍ୟାପିଟାଲ ଥାନାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଭି ଯାଦବଙ୍କ ନାଁରେ ଦିଆଯାଇଛି ଏତଲା । ଏତଲା ଦେଇଛନ୍ତି ୫ଜଣ ଜନୈକ ଆଇନଜୀବୀ। କର୍ତ୍ତବ୍ୟରେ ଅବହେଳା ପାଇଁ…

ପହଣ୍ଡିବେଳେ ଘଟିଥିବା ଘଟଣାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ: କଟକ ସାଂସଦ ଭର୍ତ୍ତୃହରି ମହତାବ

ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଅଘଟଣରେ ଦୁଃଖ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି ଘଟଣାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏଭଳି ଘଟଣା ଇତିହାସରେ…

କେନ୍ଦ୍ରାପଡ଼ା ଘରୋଇ ସ୍କୁଲର ୭ ଛାତ୍ରଛାତ୍ରୀ ଅସୁସ୍ଥ

କେନ୍ଦ୍ରାପଡ଼ା ସଦର ଥାନା ଉଦୟନଗର ସ୍ଥିତ ଏକ ଘରୋଇ ସ୍କୁଲର ୭ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସଙ୍ଗେ ସଙ୍ଗ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍କୁଲରେ ଲାଇଟ୍ ନଥିବାରୁ ଗୁଳଗୁଳିରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା କୁହାଯାଇଥିବା ବେଳେ…

ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବଦଳି

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଆଇଜି ଆଶିଷ ସିଂଙ୍କୁ ବଦଳି । ଗୃହ ବିଭାଗ OSD ଭାବେ ଆଶିଷ ସିଂଙ୍କୁ ବଦଳି । IPS ଆଶିଷ ସିଂଙ୍କ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ନିର୍ବାଚନ…