Category: ରାଜ୍ୟ

କ୍ରୀଡ଼ାର ଉନ୍ନତି ପାଇଁ କିଛି କରିନାହାନ୍ତି: ଇସ୍ତଫା ଦିଅନ୍ତୁ ବବି

ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କରିଛନ୍ତି ନୂଆ ଫାଓ ସଭାପତି ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ପରେ ସମୀରଙ୍କ ପ୍ରତିକ୍ରିୟା। ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ। ଓସିଏ କିମ୍ବା କ୍ରୀଡ଼ାର…

କଡ଼ା ଚେତାବନୀ: ରଥ ଉପରେ ମୋବାଇଲ ନିଷେଧ

ଶ୍ରୀମନ୍ଦିରର ନୀତି ଶୃଙ୍ଖଳାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟା ପ୍ରଶାସକ ଅରବିନ୍ଦ ପାଢ଼ୀ। ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି। ବିଶୃଙ୍ଖଳିତ ଆଚରଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।ଅଣସେବାୟତ ରଥ ଉପରକୁ ମୋବାଇଲ ନେଉଥିବା ପରିଲକ୍ଷିତ…

ଫାଓର ନୂଆ ସଭାପତି ସମୀର ଦେ

ବିଜେପି ନେତା ସମୀର ଦେ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (ଫାଓର) ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ସଭାପତି ଥିଲେ। ହେଲେ ସେ ଇସ୍ତଫା ଦେବା ପରେ ସମୀର ଦେଙ୍କୁ ସଭାପତି…

କାଲି ସୁଦ୍ଧା ଆସିବ ରତ୍ନଭଣ୍ତାର ଏସଓପି: ଆଇନମନ୍ତ୍ରୀ

ଆଜି କିମ୍ବା ଆସନ୍ତାକାଲି ରତ୍ନଭଣ୍ତାର ଖୋଲିବା ନେଇ ଆସିବ ଏସଓପି। ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଛି। ଏ ନେଇ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି…

କାଳ ହେଲା ସମ୍ପତ୍ତି: ବାପାର ବୋମାମାଡ଼ରେ ସାନପୁଅ ମୃତ

କାଳ ହେଲା ସମ୍ପତ୍ତି ଲୋଭ। ବାପାର ବୋମାମାଡ଼ରେ ସାନ ପୁଅର ମୃତ୍ୟୁ ହୋଇଛି। ବାଣପୁର ଥାନା ସାହସପୁର ଶାନ୍ତିନଗରରେ ଏଭଳି ଘଟଣା ଘଟିଛି। ବଡ଼ ପୁଅକୁ ମାରିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ସଂପତ୍ତିକୁ ନେଇ ବଡ଼ ପୁଅ ସହ ଦୀର୍ଘଦିନ…

ଡେଙ୍ଗୁ ଆତଙ୍କ: ପ୍ରତିକାର ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ରାଜ୍ୟରେ ଡରାଇଲାଣି ଡେଙ୍ଗୁ ଆତଙ୍କ। ବଢୁଛି ସଂକ୍ରମଣ। ତେଣୁ ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଫିଲ୍ଡ ଷ୍ଟାଫ୍‌ଙ୍କ ଜରିଆରେ ଡେଙ୍ଗୁ ସହ ଅନ୍ୟ ରୋଗର ପ୍ରତିକାର ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ…

ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ସପ୍ତମ ବାଟାଲିୟନର ସିପାହୀ ଦୁର୍ଯ୍ୟୋଧନ ମହାନ୍ତି। ଗଛରେ ରଶି ଲଗାଇ ଦୁର୍ଯ୍ୟୋଧନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଦୁର୍ଯ୍ୟୋଧନ ୨୦୦୨ ବ୍ୟାଚର ସିପାହୀ ଥିଲେ । କାରଣ ସ୍ପଷ୍ଟ…

ଏଏସଓଙ୍କୁ ନିସ୍ତୁକ ମାଡ଼ ସହ ହତ୍ୟା ଧମକ ଦେଲେ ରାଜ୍ୟପାଳଙ୍କ ପୁଅ!

ରାଜଭବନର ଭୁବ କାର୍ଯ୍ୟରତ ବୈକୁଣ୍ଠ ନାଥ ପ୍ରଧାନ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଲଳିତ କୁମାର ନିଜର ୫ ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ…

ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ

୫ ଦିନ ପରେ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ । ତାପଙ୍ଗ ଖଣି ପାଣିରରେ ଆଜି ସକାଳେ ଓମ୍‌ ପ୍ରକାଶଙ୍କ ମୃତଦେହ ଭାସିଥିବା ବେଳେ ଉଦ୍ଧାର କରାଯାଇଛି । ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।…

ଆସନ୍ତା ୨୫ ତାରିଖରେ ଆସିବ ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ

ଆସନ୍ତା ୨୫ ତାରିଖରେ ଆସିବ ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ। ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ ହେବାକୁ ଯାଉଛି। ଲୋକସେବା ଭବନରେ ଦିନ ସାଢେ…