Category: ରାଜ୍ୟ

Balianta mob lynching: ବାଲିଅନ୍ତା ମାମଲା; ଆଉ ଜଣେ ଗିରଫ

ଭୁବନେଶ୍ୱର ବାଲିଅନ୍ତାରେ କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ନେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଥିବା ବେଳେ ଏବେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହା ସହ ମୋଟ ଗିରଫଦାରୀ ସଂଖ୍ୟା ୧୨ରେ ପହଞ୍ଚିଛି। ଗିରଫ…

Himanta Biswa Sarma Takes Oath as Assam CM: ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା । ଖାନାପଡ଼ା ଭେଟେରେନାରୀ କଲେଜ ଗ୍ରାଉଣ୍ଡରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ । ଏହା ସହ ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି…

Jharsuguda Election: ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲା; ଟଙ୍କଧରଙ୍କ ଆବେଦନ ଖାରଜ

ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲାରେ ଟଙ୍କଧରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ରହିଛି । ଟଙ୍କଧରଙ୍କ ଆବେଦନ ଖାରଜ କରିଛନ୍ତି ସୁପ୍ରମକୋର୍ଟ । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ଟଙ୍କଧର ଆବେଦନ କରିଥିଲେ ଯାହାକୁ ହାଇକୋର୍ଟ…

Nitin Nabin to Visit Odisha: ୧୮ ତାରିଖରେ ଓଡ଼ିଶା ଆସିବେ ନିତିନ ନବୀନ

ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ନିତିନ ନବୀନ । ଆସନ୍ତା ୧୮ ତାରିଖରେ ଓଡ଼ିଶା ଆସିବେ ବିଜେପି ସଭାପତି ନିତିନ ନବୀନ। ରାଜ୍ୟ ମୁଖ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ମିଳିଛି।

Brutal Attack on Youth in Kanas: କଣାସରେ ଯୁବକକୁ ହାଣି ବାଇକ ଚଢାଇ ହତ୍ୟା ଉଦ୍ୟମ; ପୁରୀ କୋର୍ଟରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ

କଣାସରେ ଯୁବକକୁ ହାଣି ବାଇକ ଚଢାଇ ହତ୍ୟା ଉଦ୍ୟମ ଘଟଣାରେ ପୁରୀ କୋର୍ଟରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍ ହାପି। ଘଟଣାରେ ପୂର୍ବରୁ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବାବେଳେ ରାୟପୁରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ…

Balianta Mob Lynching Case: ବାଲିଅନ୍ତା ଘଟଣାରେ ପୁଲିସ ଏଡିଜି ଦୟାଲ ଗଙ୍ଗୱାର ତଦନ୍ତ ପରିସରଭୁକ୍ତ ହେବେ କି ?

ଜିତୁ ମୁଣ୍ଡା ଘଟଣା ପରେ ଓଡ଼ିଶା ପୁଣି ଥରେ ଜାତୀୟ ଓ ଅନ୍ତର୍ଜାତୀୟ ମିଡ଼ିଆରେ ଛାଇଗଲା । ଏଥି ପାଇଁ ସୌମ୍ୟ ସ୍ୱାଇଁ ଅପେକ୍ଷା ପୁଲିସ ହିଁ ବେଶି କ୍ରେଡିଟ୍ ନେବା କଥା। ସୌମ୍ୟ ପ୍ରାଣ ହରାଇଛନ୍ତି। ସେ ଦୃଶ୍ୟ ଯିଏ…

Arabind Jena Suspended: ବିଜେଡିରୁ ସସ୍‌ପେଣ୍ଡ୍‌ ହେଲେ କର୍ପୋରେଟର ଅରବିନ୍ଦ ଜେନା

ବିଜେଡିରୁ ସସ୍‌ପେଣ୍ଡ୍‌ ହେଲେ CMC କର୍ପୋରେଟର ଅରବିନ୍ଦ ଜେନା । ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ କଟକ ଜିଲ୍ଲା କଟକର କର୍ପୋରେଟର ଅରବିନ୍ଦ ଜେନାଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍‌ ରିଲିଜ୍‌…

Congress Tomato Attack On Police: ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ; ପୋଲିସ ଉପରକୁ କଂଗ୍ରେସର ଟମାଟୋ ମାଡ଼

ରାଜଧାନୀରେ ଗର୍ଜିଲା କଂଗ୍ରେସ । ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ । କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ । ଆନ୍ଦୋଳନ ବେଳେ ମୁହାଁ ମୁହିଁ ପରିସ୍ଥିତ ଦେଖିବାକୁ ମିଳିଛି। ପୋଲିସ ଉପରକୁ ଟମାଟୋ…

Odisha Leads Census: ଜନଗଣନାରେ ଓଡ଼ିଶା ହେବ ନମ୍ବର ୧: ସୁରେଶ ପୂଜାରୀ

ରାଜ୍ୟରେ ଘରଗଣନା ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇସାରିଲାଣି । ଦେଶରେ ଜନଗଣନା ସଫଳତାରେ କରିବାରେ ଓଡ଼ିଶା ୧ ନମ୍ବର ହେବ । କୋରାପୁଟରେ…