Category: ରାଜ୍ୟ

Ganesh Immersion Violence in Kataka: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଲିସ ଉପରକୁ ଟେକାପଥର ମାଡ଼, IICଙ୍କ ସମେତ ୬ ଆହତ

ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବରଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଳମ୍ବିତ ରାତିରେ ଡିଜେ ବଜାଇବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଉତ୍ତେଜନା ଶେଷରେ ହିଂସାକାଣ୍ଡର ରୂପ ନେଇଛି। ଘଟଣାସ୍ଥଳରେ…

All Panchayats Child Labour-Free in Odisha: ୨୦୨୯ ସୁଦ୍ଧା ପଞ୍ଚାୟତଗୁଡ଼ିକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍

ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତକୁ ୨୦୨୯ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଚଳିତ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୧୪ ତାରିଖ…

R.S. Gopalan applies for VRS: ଆର୍‌.ଏସ୍‌. ଗୋପାଳନଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ

୨୦୦୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଆର୍‌.ଏସ୍‌. ଗୋପାଳନ୍‌ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି । ସ୍ୱାସ୍ଥ୍ୟଗତ ଓ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି । ଗୋପାଳନ ଗତ ୨ ବର୍ଷ ଧରି ଓଡ଼ିଶାର…

Student Union Polls Likely on October 15: ଅକ୍ଟୋବର ୧୫ରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ

ଓଡ଼ିଶାରେ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାର ସମ୍ଭାବନା ଜୋର ଧରିଛି । ସ୍ଥିତି ଅନୁକୂଳ ରହିଲେ ଅକ୍ଟୋବର ୧୪ କିମ୍ବା ୧୫ ତାରିଖରେ ସାରା ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ କରାଯିବ । ଏଥିପାଇଁ ଅକ୍ଟୋବର ୫ରୁ…

Special Gram Sabhas Across Odisha on Oct 2: ଗାନ୍ଧୀ ଜୟନ୍ତୀରେ ରାଜ୍ୟର ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା

ରାଜ୍ୟରେ ତୃଣମୂଳ ସ୍ତରର ଗ୍ରାମସଭା ପ୍ରକ୍ରିୟାକୁ ଅଧିକ ସଶକ୍ତ, ଅର୍ଥପୂର୍ଣ୍ଣ ଓ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ…

Vigilance Arrests Asst Director: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଗିରଫ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଚଢ଼ଉ ସମୟରେ ତାଙ୍କ ପାଖରୁ ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ଖୋର୍ଦ୍ଧାରେ ଥିବା ୪ଟି ବହୁତଳ କୋଠା,…

Odisha Bandh on Oct 8: ଅକ୍ଟୋବର ୮ ଶାନ୍ତିପୂର୍ଣ ବନ୍ଦକୁ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଭକ୍ତ ଦାସଙ୍କ ନିବେଦନ

କଂଗ୍ରେସ ଭବନଠାରେ ଇଣ୍ଡିଆ ମେଣ୍ଟର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ସରିବା ପରେ ମେଣ୍ଟ ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତ୍ତି ପ୍ରଦାନ କରିଥିଲେ । ସଭାପତି ଭକ୍ତ ଦାସ…

Odisha Records 29% Excess Monsoon Rainfall: ଦେଶସାରା ବର୍ଷା ନିଅଣ୍ଟିଆ କିନ୍ତୁ ଓଡ଼ିଶାରେ ଉତ୍ସାହଜନକ ୨୯% ଅଧିକ ବର୍ଷା ରେକର୍ଡ

ଚଳିତ ମୌସୁମୀ ଋତୁ ୧ଜୁନ-୩୦ ସେପ୍ଟେମ୍ବରରେ ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ସମଗ୍ର ଦେଶରେ ସାଧାରଣ ତୁଳନାରେ ୧୩% କମ୍ ବର୍ଷା ହୋଇଛି। ସାଧାରଣତଃ ଦେଶରେ ୮୬୮.୬ ମିଲିମିଟର ବର୍ଷା ହେବା କଥା, କିନ୍ତୁ…

Odisha’s Traffic Fine Muddle: ବାଇକକୁ ସିଟ୍‌ବେଲ୍ଟ ଓ କାର୍‌କୁ ହେଲମେଟ୍‌ ପାଇଁ ଜରିମାନା; ଓଡ଼ିଶା ପରିବହନ ବିଭାଗର ବଡ଼ ଭୁଲ୍‌ ବାହାର କଲେ CAG

ଓଡ଼ିଶାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଓ ଇ-ଚାଲାଣ କାଟିବା ପ୍ରକ୍ରିୟାରେ ବଡ଼ ଧରଣର ଅବହେଳା ସାମ୍ନାକୁ ଆସିଛି। ଭାରତର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ (ସିଏଜି) ନିଜ ରିପୋର୍ଟରେ ପରିବହନ ବିଭାଗର ଏହି ବଡ଼ ଧରଣର ତ୍ରୁଟିକୁ ପଦାରେ ପକାଇଛନ୍ତି। ବାଇକ…

Odisha Climate Suits Orangutans: ଉଦ୍ଧାର ଓରାଙ୍ଗୁଟାନଙ୍କୁ ସୁହାଉଛି ଓଡ଼ିଶାର ଜଳବାୟୁ, ଖୁବଶୀଘ୍ର ହେବ ଡିଏନ୍‌ଏ ଟେଷ୍ଟ:  ଗଣେଶ ରାମ ସିଂ ଖୁଣ୍ଟିଆ

ଉଦ୍ଧାର ହୋଇଥିବା ଓରାଙ୍ଗୁଟାନମାନେ ଓଡ଼ିଶାର ଜଳବାୟୁ ସହିତ ଭଲ ଭାବରେ ଖାପଖୁଆଇ ନେଉଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଆଜି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।…