Category: ରାଜ୍ୟ

JSW Mega Steel Plant in Paradip: ପାରାଦୀପରେ ୧.୨୫ ଲକ୍ଷ କୋଟି JSW ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାର ଶିଳ୍ପ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ପାରାଦୀପର ଏରସମା ଅଞ୍ଚଳରେ JSW Steel ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ବ୍ଲାଷ୍ଟଫର୍‌ନେସ୍ ନିର୍ମାଣ କାର୍ଯ୍ୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପାରାଦୀପର ଢ଼ିଙ୍କିଆ ଅଂଚଳରେ…

Kalabaisakhi Rain in Odisha: କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି

ଅସହ୍ୟ ତାତି ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି । ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ବର୍ଷା ପବନ ଯୋଗୁଁ ଗରମରୁ…

Anti-Corruption Action in Odisha: ଲାଞ୍ଚ ନେଇ ତଳ କର୍ମଚାରୀଙ୍କୁ ଧରାପଡିଲେ ଉତ୍ତରଦାୟୀ ହେବେ ଉପରିସ୍ଥ ଅଧିକାରୀ: ଗ୍ରାମ୍ୟ ଉନ୍ନୟନ ବିଭାଗ

ଦୁର୍ନୀତିଖୋରଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର କଡ଼ା ଆଭିମୁଖ୍ୟ। ଲାଞ୍ଚ ନେଇ ତଳ କର୍ମଚାରୀ ଭିଜିଲାନ୍ସରେ ଧରା ପଡ଼ିଲେ ଉତ୍ତରଦାୟୀ ହେବେ ଉପରିସ୍ଥ ଅଧିକାରୀ । ଗତ ୧୭ ତାରିଖରେ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର କନିଷ୍ଠ ଯନ୍ତ୍ରୀ ଧରାପଡ଼ିବାରୁ ଏହି…

Warning About Bus Fares: ଧାର୍ଯ୍ୟ ଦର ଠାରୁ ଅଧିକ ବସ୍‌ ଭଡ଼ା ନେଲେ ହେବ ଆକ୍ସନ: ପରିବହନ ମନ୍ତ୍ରୀ

ଧାର୍ଯ୍ୟ ଦର ଠାରୁ ଅଧିକ ବସ୍‌ ଭଡ଼ା ନେଲେ ହେବ ଆକ୍ସନ । ଏ ନେଇ ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେ କହିଛନ୍ତି ତେଲ ଦର ବୃଦ୍ଧି ପରେ ବସ୍‌ ଭଡ଼ା ଅଧିକ ନେଉଥିବା ଅଭିଯୋଗ…

+3 Admission Process Begins in Odisha: ଆଜିଠୁ +୩ ନାମଲେଖା ଆରମ୍ଭ

ରାଜ୍ୟରେ ସ୍ନାତକ (ଯୁକ୍ତ ତିନି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ଜୁନ୍ ୧୦ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍‌ସ (SAMS) ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଯୁକ୍ତ…

Odisha Police Recruitment: ପୂରଣ ହେବ ଓଡ଼ିଶା ପୋଲିସ୍‌ର ୭୬୬୪ ପଦବୀ

ଓଡ଼ିଶା ପୋଲିସ୍‌ରେ ବଡ଼ ନିଯୁକ୍ତି ନେଇ ଘୋଷଣା । ରାଜ୍ୟ ସରକାର ଓଡ଼ିଶା ପୋଲିସ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୋଲିସର ବିଭିନ୍ନ ବର୍ଗର ୭୬୬୪ ପଦବୀ ପୂରଣ ନିମନ୍ତେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟା ଏବେ ଓଡ଼ିଶା…

Police Encounter in Bhubaneswar: ରାଜଧାନୀରେ ଡ୍ରଗ୍ସ ମାଫିଆକୁ ଏନ୍‌କାଉଣ୍ଟର୍

ରାଜଧାନୀରେ ଏନ୍‌କାଉଣ୍ଟର୍ । କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍‌ ମାଝୀକୁ ଏନ୍‌କାଉଣ୍ଟର୍ କଲା କମିଶନରେଟ୍‌ ପୋଲିସ୍ । ଇନ୍‌ଫୋ ଭ୍ୟାଲି ଥାନା ଅଂଚଳରେ ଡ୍ରଗ୍ସ ଡିଲ୍‌ ବେଳେ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍ ମାଝୀକୁ ଏନକାଉଣ୍ଟର୍ କରାଯାଇଛି ।…