Category: ରାଜ୍ୟ

Odisha Renames Regional Education Directorates: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ବଦଳିଲା ରାଜ୍ୟ ସରକାରଙ୍କ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ନାମକୁ ପରିବର୍ତ୍ତନ କରାଯାଇ ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ହୋଇଛି । ସେହିପରି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପଦବୀକୁ…

President Murmu To Visit Odisha: ଅଗଷ୍ଟ ୩ରେ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରିବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ମଧ୍ୟ…

Anganwadi Management Committee in Odisha: ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ଗଠନ ହେବ ଅଙ୍ଗନବାଡ଼ି ପରିଚାଳନା କମିଟି

ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ଗଠନ ହେବ ଅଙ୍ଗନବାଡ଼ି ପରିଚାଳନା କମିଟି । ସାମୁଦାୟିକ ମାଲିକାନା ଏବଂ ଦାୟିତ୍ୱ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ସମସ୍ତ ମହିଳା ଅଙ୍ଗନୱାଡି ପରିଚାଳନା…

Odisha Education Crisis: ରାଜ୍ୟରେ ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ୍‌

ଓଡ଼ିଶାରେ କମୁଛି ଶିକ୍ଷାର ମାନ । ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶାରେ ଏକକ ଶିକ୍ଷକ ଥିବା ବିଦ୍ୟାଳୟ ସଂଖ୍ୟା ପ୍ରାୟ ୩୪ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର UDISE+ ରିପୋର୍ଟରେ ଏହି ପରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।…

Panchayat Municipal Elections: ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଓଡ଼ିଶା ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ

ଓଡ଼ିଶା ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ ଅନୁଷ୍ଠିତ। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳଙ୍କ ସହ ଭିସିରେ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା ପାଇଁ ବୈଠକ ହୋଇଛି। ପ୍ରସ୍ତାବିତ ଘରକୁ ଘର ସର୍ବେକ୍ଷଣ, ନୂତନ ବୁଥ୍…

Implement Revised English Spelling: ସଂଶୋଧିତ ଇଂରାଜୀ ବନାନ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗ ସମସ୍ତ ଜିଲ୍ଲା କଲେକ୍ଟରମାନଙ୍କୁ ସମସ୍ତ ସରକାରୀ ଯୋଗାଯୋଗ ଏବଂ ସରକାରୀ ରେକର୍ଡରେ ରାଜ୍ୟର ଜିଲ୍ଲା, ଉପ-ବିଭାଗ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନାମର ସଂଶୋଧିତ ଇଂରାଜୀ ବନାନକୁ ତୁରନ୍ତ ଗ୍ରହଣ…

OSRTC Jagannath Express Bus Accident: ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ; ୨୫ରୁ ଅଧିକ ଯାତ୍ରୀ ଆହତ

ଓଲଟିଲା ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ। ବସଟି ସୁନ୍ଦରଗଡ଼ରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଅନୁଗୁଳ ଜିଲ୍ଲା ସମଲ୍ ଥାନା ୧୪୯ ଜାତୀୟ ରାଜପଥ ବୁରୁକୁନା ଛକ ନିକଟରେ ଓଲଟି ପଡିଥିଲା। ଏହି ଦୁର୍ଘଟଣା ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା…

Ratha Jatra Stampede: ରଥଯାତ୍ରାରେ ମୃତ୍ୟୁ ଘଟଣା, ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ସମୟରେ ବଡ଼ଦାଣ୍ଡ ସ୍ଥିତି ମରିଚିକୋଟ ଛକଠାରେ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ଆର୍ଥିକ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ CMRFରୁ ସହାୟତା ରାଶି ଘୋଷଣା କଲେ…

Heavy Rain Alert in Odisha: ରାଜ୍ୟରେ ୨୪ ତାରିଖ ଯାଏ ବର୍ଷା ସମ୍ଭାବନା; ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ଜୁନ୍ ୨୪ ସୁଦ୍ଧା ବଙ୍ଗୋପସାଗର ଉପରେ ଏକ ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି। ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅନ୍ୟପଟେ…

Restrictions Imposed on Coal And Ash Transport: କୋଇଲା ଓ ପାଉଁଶ ଗାଡ଼ି ଉପରେ ଲାଗିଲା କଟକଣା; ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ପରିବହନ ବନ୍ଦ

କୋଇଲା ଓ ପାଉଁଶ ପରିବହନ ଗାଡ଼ି ଉପରେ ଲାଗିଲା କଟକଣା । ଏଣିକି ସକାଳ ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ ଚାଲି ପାରିବନି ପାଉଁଶ ଓ କୋଇଲା ପରିବହନ ଗାଡ଼ି । ଦୁର୍ଘଟଣା ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିଆଯାଇଛି…