ତାଜା ଖବର ରାଜ୍ୟ ଭାଇଚାରାର ସହର କଟକ; ଫେରିଆସୁ ଶାନ୍ତି October 7, 2025 Papirani ହଜାର ବର୍ଷର ସହର ହେଉଛି କଟକ । ଭାଇଚାରାର ଅନନ୍ୟ ନିଦର୍ଶନ ଦିଏ ଏହି ସହର । ଏହାର ଏକ ଉଦାହରଣ ହେଉଛି ଦଶହରା । ପ୍ରତିବର୍ଷ ମା’ ଦୁର୍ଗାଙ୍କ ପୂଜା ସମୟରେ ସମସ୍ତ କଟକବାସୀ ବାଦବିବାଦ ଭୁଲି ଏକାଠି ହୋଇ…
ତାଜା ଖବର ରାଜନୀତି ରାଜ୍ୟ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 7, 2025 Papirani ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା…
ତାଜା ଖବର ରାଜ୍ୟ କଟକରେ ସ୍ଥିତି ସ୍ବାଭାବିକ; କୋହଳ ହେଲା କର୍ଫ୍ୟୁ କଟକଣା October 7, 2025 Papirani କଟକ ସହରରେ କୋହଳ ହେଲା କର୍ଫ୍ୟୁ କଟକଣା । କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବାରୁ କଟକଣା କୋହଳ କରାଯାଇଛି । ସହରରେ ସ୍ଥିତି ସ୍ବାଭାବିକ ଥିବାରୁ କର୍ଫ୍ୟୁ କଟକଣାକୁ କୋହଳ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଆସିନଥିବାରୁ କର୍ଫ୍ୟୁ…
ତାଜା ଖବର ରାଜ୍ୟ ଅକ୍ଟୋବର ୨୧ ଯାଏଁ ବାଲେଶ୍ୱର ସହରରେ ଲାଗିଲା କର୍ଫ୍ୟୁ October 7, 2025 Papirani କଟକ ପରେ ବାଲେଶ୍ୱର ସହରରେ ଲାଗିଲା କର୍ଫ୍ୟୁ । ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଆସନ୍ତା ୨୧ ତାରିଖ ଯାଏଁ ବାଲେଶ୍ବର ସହରରେ ରାତ୍ରିକାଳୀନ କଟକଣା ଲଗାଯାଇଛି । ଏହା ରାତି ୧୦ଟାରୁ ସକାଳ…
ତାଜା ଖବର ରାଜ୍ୟ କଂଗ୍ରେସ ସମସ୍ତ ଭୂମିହୀନ ଦଳିତ ଓ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବ: ଭକ୍ତ ଦାସ October 6, 2025 Papirani ପିସିସି ସଭାପତି ଭକ୍ତ ଚରଣ ଦାସ ବହୁ ପ୍ରତିକ୍ଷୀତ ନ୍ୟାୟ ଯାତ୍ରା ଏବଂ ସମାବେଶ ଖରିଆରରୁ ନୂଆପଡା ଅଭିମୁଖେ ଆରମ୍ଭ କରିଛନ୍ତି । ଉତ୍କେଲା ବିମାନ ବନ୍ଦରରୁ ଖରିଆର ପହଞ୍ଚିବା ପରେ କଂଗ୍ରେସର ନେତୃବୃନ୍ଦ ଏବଂ ହଜାର ହଜାର କର୍ମକର୍ତ୍ତା ଶ୍ରୀ…
ରାଜନୀତି ରାଜ୍ୟ ବ୍ରହ୍ମପୁରରେ ଗୁଳିମାଡ଼: ବିଜେପି ନେତା ପୀତବାସ ପଣ୍ଡା ମୃତ୍ୟୁ October 6, 2025 Nirvay ବ୍ରହ୍ମପୁରରେ ଗୁଳିମାଡ । ବ୍ରହ୍ମପୁର ସହରର ବ୍ରହ୍ମନଗର ଅଞ୍ଚଳରେ ବିଜେପି ନେତା ତଥା ବରିଷ୍ଠ ଆଇନ୍ଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ଘର ବାହାରେ ରାତି ପ୍ରାୟ ୧୦ଟା ସମୟରେ ବାଇକ୍ରେ ଆସି…
ତାଜା ଖବର ରାଜ୍ୟ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ତାରିଖ ଘୋଷଣା October 6, 2025 Papirani ଯୁକ୍ତ ୨ ପରୀକ୍ଷା ଫର୍ମ ଫିଲଅପ୍ ନେଇ ତାରିଖ ଘୋଷଣା କଲା CHSE । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ଉଭୟ ରେଗୁଲାର୍ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ୨୦ରୁ…
ତାଜା ଖବର ରାଜ୍ୟ ଆଉ ୨୪ ଘଣ୍ଟା ବୃଦ୍ଧି ହେଲା କଟକରେ ଇଣ୍ଟରନେଟ୍ କଟକଣା October 6, 2025 Papirani କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି । ଆଜିଠାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର । ପୂର୍ବ ପରି ହ୍ବାଟ୍ସ ଆପ୍, ଫେସବୁକ୍, ଏକ୍ସ,…
ତାଜା ଖବର ରାଜ୍ୟ ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ October 6, 2025 Papirani ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ଏ ନେଇ ସୋମବାର ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି ।…
ତାଜା ଖବର ରାଜ୍ୟ ଖରିଆର୍ ରୋଡ୍କୁ ମ୍ୟୁନିସିପାଲିଟି ଏବଂ କୋମନା ଓ ସିନାପାଲି ନୂତନ ଏନ୍.ଏ.ସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ October 6, 2025 Papirani ଆଜି ନୂଆପଡା ଗସ୍ତ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ସେଥି ମଧ୍ୟରେ ୬୪ କୋଟି ଟଙ୍କା ବ୍ୟୟରେ…