ଦେଶ ରାଜନୀତି Vijay’s TVK No.1 in Tamil Nadu: ତାମିଲନାଡୁରେ ବିଜୟଙ୍କ TVK ନମ୍ବର ୧ May 4, 2026 Nirvay ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ଅଭିନେତାରୁ ରାଜନେତା ହୋଇଥିବା ବିଜୟ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି । ତାଙ୍କ ଦଳ ଟିଭିକେ ବର୍ତ୍ତମାନ ୧୦୮ ଆସନରେ ଆଗୁଆ ଅଛି, ପ୍ରାରମ୍ଭିକ ଗଣନା ଟ୍ରେଣ୍ଡରେ…
ଦେଶ ରାଜନୀତି BJP Leading Over TMC in Bengal: ପଶ୍ଚିମବଙ୍ଗରେ କଡ଼ା ଟକ୍କର ମଧ୍ୟରେ ଟିଏମସି ଠାରୁ ବିଜେପି ଆଗୁଆ May 4, 2026 Nirvay ପଶ୍ଚିମବଙ୍ଗରେ କଡ଼ା ଟକ୍କର ମଧ୍ୟରେ ଟିଏମସି ଠାରୁ ବିଜେପି ଆଗୁଆ । ପଶ୍ଚିମବଙ୍ଗର ଟ୍ରେଣ୍ଡ ଅନୁସାରେ ବିଜେପି ଶହେ ଆସନ ଛୁଇଁ ସାରିଛି । ପଶ୍ଚିମବଙ୍ଗ ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୧୨୧ଟି ଆସନରେ ଆଗୁଆ…
ଦେଶ ରାଜନୀତି Assam Election Result 2026: ଆସାମରେ ପୁଣି ବିପୁଳ ବିଜୟ ପଥେ ଭାରତୀୟ ଜନତା ପାର୍ଟି May 4, 2026 Nirvay ଆସାମରେ ପୁଣି ବିପୁଳ ବିଜୟ ପଥେ ଭାରତୀୟ ଜନତା ପାର୍ଟି । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି…
ରାଜନୀତି ରାଜ୍ୟ BJP Revokes Suspension of Kharavela Swain: ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେପି May 4, 2026 Nirvay ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ଭାରତୀୟ ଜନତା ପାର୍ଟି । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ପୂର୍ବରୁ ଦଳରୁ ନିଲମ୍ବିତ କରାଯାଇଥିଲା ।…
ତାଜା ଖବର ରାଜନୀତି Assembly Polls Results 2026: ବେଙ୍ଗଲ, ତାମିଲନାଡୁରେ କଡ଼ା ମୁକାବିଲା; ଆସାମରେ ବିଜେପି ଆଗୁଆ May 4, 2026 Papirani ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳମ୍ ଓ ପୁଡୁଚେରୀ ଉପରେ ସାରା ଦେଶର ନଜର ରହିଥିବା ବେଳେ ପ୍ରାଥମିକ ସୂଚନା ଅନୁସାରେ ବିଜେପି ପଶ୍ଚିମବଙ୍ଗ ଓ ଆସାମରେ ଆଗୁଆ ଅଛି। ପଶ୍ଚିମବଙ୍ଗରେ ମୁକାବିଲା କଡ଼ା, କିନ୍ତୁ ଆସାମରେ ବିଜେପି ବହୁତ ଆଗରେ। ତାମିଲନାଡୁରେ…
ତାଜା ଖବର ଦେଶ ରାଜନୀତି Assembly Election: ରାଜ୍ୟ ନିର୍ବାଚନ ଫଳାଫଳ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି ଆରମ୍ଭ May 4, 2026 Papirani ଆରମ୍ଭ ହୋଇଛି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି। ସକାଳ ୮ଟାରେ କଡ଼ା ସୁରକ୍ଷା ମଧ୍ୟରେ କାଉଣ୍ଟିଂ ଆରମ୍ଭ ହୋଇଛି । ୪ ରାଜ୍ୟ- ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଗୋଟିଏ କେନ୍ଦ୍ର…
ତାଜା ଖବର ରାଜନୀତି ରାଜ୍ୟ Illegal Sand Mafia in Odisha: ରାଜ୍ୟରେ ବଢିଚାଲିଛି ବାଲି ମାଫିଆଙ୍କ ଆତଙ୍କରାଜ: ବିଜେଡି May 3, 2026 Papirani ରାଜ୍ୟରେ ଦିନକୁ ଦିନ ବାଲି ଚୋରା ଚାଲାଣ ବଢିବାରେ ଲାଗିଛି । କେଉଁଠି ତହସିଲଦାରଙ୍କୁ ଆକ୍ରମଣ ହେଲାଣି ତ କେଉଁଠି କର୍ତ୍ତବ୍ୟରତ ପୋଲିସ ଅଫିସରଙ୍କୁ ଗାଡି ଚଢାଇ ଜୀବନରୁ ମାରିଦେଲେଣି । ରାଜ୍ୟରେ ବାଲି ଚୋରା ଚାଲାଣର କାୟା ଦିନକୁ ଦିନ…
ଦେଶ ରାଜନୀତି SC Dismisses TMC Plea: ପଶ୍ଚିମବଙ୍ଗ ନିର୍ବାଚନ ଭୋଟ ଗଣତି ପ୍ରସଙ୍ଗରେ TMCର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ May 2, 2026 Nirvay ତୃଣମୂଳ କଂଗ୍ରେସକୁ ଝଟକା ।ସୁପ୍ରିମକୋର୍ଟ ଶନିବାର ଦିନ ପଶ୍ଚିମବଙ୍ଗ ଭୋଟ ଗଣନା ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଗଣନା ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି କରିବା ପାଇଁ ନିର୍ବାଚନ କମିଶନଙ୍କ ଅଧିକାରକୁ ସମର୍ଥନ କରିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ Odisha Assembly Special Session: ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଉପରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ; ମହିଳା ସଶକ୍ତିକରଣ ପାଇଁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ April 30, 2026 Papirani ଗୁରୁବାର ଦିନ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଦିନିକିଆ ଅଧିବେଶନରେ ‘ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଅବଦାନ’ ଶୀର୍ଷକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ କ୍ଷେତ୍ରରେ ସାମଗ୍ରିକ ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀ…
ତାଜା ଖବର ରାଜନୀତି ରାଜ୍ୟ Odisha Assembly Special Session: ମହିଳା ସଂରକ୍ଷଣ ନେଇ ବିଜେପିକୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ April 30, 2026 Papirani ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ରାଜ୍ୟ ସରକାର ଅଧିବେଶନ ଡାକିଥିବା ବେଳେ, ରାଜ୍ୟରେ ମହିଳାଙ୍କ ସ୍ଥିତି ଏବଂ…