ରାଜନୀତି ରାଜ୍ୟ ଓଡ଼ିଶାର ୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ April 20, 2024 Nirvay ଭୁବନେଶ୍ବର : କଂଗ୍ରେସ ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଓଡ଼ିଶାର ୩ ଲୋକସଭା ଓ ୧୬ ବିଧାନସଭା ଆସନ ଦଳ ପ୍ରାର୍ଥୀ ତାଲିକା ଜାରି କରିଛି। ୩ ଲୋକସଭା ସମ୍ବଲପୁର- ଦୁଲାଲ ଚନ୍ଦ୍ର ପ୍ରଧାନ ଆସିକା-ଦେବକାନ୍ତ ଶର୍ମା…
ରାଜନୀତି ରାଜ୍ୟ ହଜାର ହଜାର ସମର୍ଥକଙ୍କ ସହ ନିମାପଡାରେ ସମୀରଙ୍କ ସଭା April 20, 2024 Nirvay କୋଣାର୍କ : ଟିକେଟ କଟିବା ପରେ ବଢୁଛି ଅସନ୍ତୋଷ । ଟିକେଟ କଟିବା ପରେ ଶକ୍ତି ଦେଖାଇଲେ ସମୀର ଦାଶ । ହଜାର ହଜାର ସମର୍ଥକଙ୍କ ସହ ନିମାପଡାରେ ସମୀରଙ୍କ ସଭା । ଟିକେଟ ନେଇ ପୁନଃବିଚାର ଦାବିରେ ରାଲି ।…
ରାଜନୀତି ରାଜ୍ୟ ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ April 20, 2024 Nirvay ଭୁବନେଶ୍ବର: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ୍ ଘୋଷଣା କରିଛନ୍ତି। ବିଜେଡି଼ର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ନୂଆ ମୁହଁ ଥିବା ବେଳେ ୪ ମହିଳା ଅଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କୁ…
ରାଜନୀତି ନବୀନଙ୍କ ସହ ସାମ୍ନା ସାମ୍ନି ଲଢିବୁ: ଅମିତ ଶାହ April 19, 2024 Nirvay ଓଡ଼ିଶାରେ ଏକାକୀ ଲଢ଼ିବା ନେଇ ବିଜେପି ନିଷ୍ପତ୍ତିର କାରଣ ଖୋଲିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। କହିଲେ ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଶା ରାଜ୍ୟର ଗର୍ବ ପାଇଁ ଅଲଗା ଲଢ଼ିବାକୁ ନିଷ୍ପତ୍ତି ନେଲା ବିଜେପି। ଏହା ଆମ କାର୍ଯ୍ୟକର୍ତ୍ତାଙ୍କର ଦୃଢ଼…
ରାଜନୀତି ରାଜ୍ୟ ନିରପେକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି April 19, 2024 Nirvay ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ବିଷମ କଟକର ମୁନିଗୁଡାରେ ନିର୍ବାଚନ ପ୍ରଚାର୍ ପାଇଁ ଯାଇଥିବା ସମୟରେ ସଧାରଣ ଭୋଟର ମାନେ ତାଙ୍କୁ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାଧୁ ବ୍ୟକ୍ତି…
ରାଜନୀତି ରାଜ୍ୟ ପଦ୍ମ ଧରିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ! April 19, 2024 Nirvay ପଦ୍ମ ଧରିବେ ପୁର୍ବତନ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ଖୁବ ଶୀଘ୍ର ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ନେତା ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି ।…
ଦେଶ ରାଜନୀତି ସାଧାରଣ ନିର୍ବାଚନ ୨୦୨୪: ଆରମ୍ଭ ହେଲା ମତଦାନ, ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନ ପାଇଁ ହେଉଛି ଭୋଟ April 19, 2024 Nirvay ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହେଉଛି । ସକାଳ ୭ଟାରୁ ଏସବୁ ଆସନରେ ଭୋଟଗ୍ରହଣ ଆରମ୍ଭ…
ରାଜନୀତି ରାଜ୍ୟ ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଓଡ଼ିଶାର ବାସ୍ତବ ଚିତ୍ର ଦେଖିବାକୁ ଅକ୍ଷମ : ନାଉରୀ ନାଏକ April 18, 2024 Nirvay ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ସରକାରର ଅପାରଗତା ପାଇଁ ଆଜି କୋଟି କୋଟି ଓଡ଼ିଆ ଲୋକମାନେ ଜର୍ଜରିତ । କିନ୍ତୁ ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଏ ସବୁ ଚିତ୍ର ସେମାନଙ୍କୁ ଦେଖାଯାଉନାହିଁ ବୋଲି ରେଙ୍ଗାଳି ବିଧାୟକ ନାଉରୀ ନାଏକ…
ରାଜନୀତି ରାଜ୍ୟ 5T ନାଁରେ ୪୦ହଜାର କୋଟିର ଦୁର୍ନୀତି: ଅନିଲ ବିଶ୍ଵାଳ April 18, 2024 Nirvay 5Tକୁ ବିଜେପିର ଟାର୍ଗେଟ୍। ଏମିତି ଅଭିଯୋଗ ଆଣିଲେ ମୁଖପାତ୍ର ଅନିଲ ବିଶ୍ବାଳ। ସୂଚନା ଅନୁଯାୟୀ ବିଜେଡି ପ୍ରଚାର ପାଇଁ ବ୍ୟବହାର କରୁଥିବା ‘5T ମିସିଙ୍ଗ’ ଅଭିଯୋଗ। ସେ କହିଛନ୍ତି କି 5T ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା ୫୦୦ କୋଟି ଆଦାୟ…
ରାଜନୀତି ରାଜ୍ୟ ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଭୁଜବଳ April 18, 2024 Nirvay ନବରଙ୍ଗପୁର: ନାମାଙ୍କନ ଭରିଲେ କଂଗ୍ରେସ ନେତା ଭୁଜବଳ ମାଝୀ । ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଭୁଜବଳ । ସମର୍ଥକଙ୍କ ସହ ଆଜି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କଲେ ଭୁଜବଳ। ବିଜେଡିରୁ…