ରାଜନୀତି ରାଜ୍ୟ ଶଙ୍ଖ ଧରିଲେ ଗଣେଶ୍ୱର ବେହେରା April 7, 2024 Nirvay ଶଙ୍ଖ ଭବନ ଯାଇ ବିଜେଡିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ତାଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ଏକାଧିକ କଂଗ୍ରେସ କର୍ମୀ । ବିଜେଡିରେ ସାମିଲ ହେବା ପରେ ଗଣେଶ୍ୱର କହିଛନ୍ତି, ସେ ସବୁବେଳେ ଲୋକଙ୍କ…
ରାଜନୀତି ରାଜ୍ୟ ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତସିଂହାର April 7, 2024 Nirvay ଭୁବନେଶ୍ବର : ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର…
ରାଜନୀତି ରାଜ୍ୟ ୫ ସଂସଦୀୟ କ୍ଷେତ୍ର ପାଇଁ ନୂତନ ସଂଯୋଜକ ନିଯୁକ୍ତ କଲା ବିଜେଡି April 7, 2024 Nirvay ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ସଂଯୋଜକ ଦାୟିତ୍ୱ ମିଳିଥିବାବେଳେ ଭଦ୍ରକ ପାଇଁ ମିଳିଛି ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ । ସେହିପରି କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ…
ରାଜନୀତି ରାଜ୍ୟ ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର April 7, 2024 Nirvay ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ବଦଳ ପ୍ରକ୍ରିଆ ଜାରି ରହିଛି । ଏଥିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ବିଜେପି ଉପ ସଭାପତି ଥିଲେ ଲେଖାଶ୍ରୀ…
ରାଜନୀତି ରାଜ୍ୟ ମୁଁ ରାଜନୀତି କରିବି ନାହିଁ: ବର୍ଷା ସୋନି April 6, 2024 Nirvay ମୁଁ ରାଜନୀତି କରିବି ନାହିଁ। ମତେ ଭବିଷ୍ୟତରେ ମଧ୍ୟ ରାଜନୀତିରେ ଦେଖିବେ ନାହିଁ। କିନ୍ତୁ ସମାଜସେବା କରିବି। ଆମ ପରିବାରେ ବାପା ହିଁ ଆଗକୁ ରାଜନୀତି କରିବେ। ବାପାଙ୍କ ପରେ ମୋ ସ୍ବାମୀ ରାଜାଶ୍ରୀ ମହାନ୍ତି ହିଁ ରାଜନୀତି କରିବେ। ମୁଁ…
ରାଜନୀତି ରାଜ୍ୟ ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି April 6, 2024 Nirvay ଭୁବନେଶ୍ୱର: ବରିଷ୍ଠ ନେତା ରଘୁନାଥ ମହାନ୍ତି ବର୍ତ୍ତମାନ ବିଜେପି ଛାଡ଼ିବା ଖବର ସାମ୍ନାକୁ ଆସିଛି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଲେ । ରଘୁନାଥ ବସ୍ତା ବିଧାନସଭା କ୍ଷେତ୍ରରୁ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ…
ରାଜନୀତି ରାଜ୍ୟ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ସାଂସଦ ଭର୍ତ୍ତୃହରି ମହତାବ April 6, 2024 Nirvay ଆଜି ବିଜେପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାଷାକୁ ନେଇ ତେର୍ଚ୍ଛା ବାଣ ମାରିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ ଅନୁଭବ କରିବା। ହେଲେ ରୋମାନ ଲିପିରେ ଲିଖିତ ଓଡିଆ ଭାଷଣ ପଢିଲେ ତାହା ଦ୍ୱାରା…
ରାଜନୀତି ରାଜ୍ୟ ବିଜେପିରେ ଯୋଗ ଦେଲେ ପୋଲସରାର ଅଗ୍ନିକନ୍ୟା ଆରତୀ ଦେବୀ April 5, 2024 Nirvay ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଦିନବ୍ୟାପୀ ମିଶ୍ରଣ ପର୍ବ ଜାରୀ ରହିଥିଲା । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ସୁଶ୍ରୀ ଆରତୀ ଦେବୀ…
ରାଜନୀତି ରାଜ୍ୟ ଆସିଲା ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା April 5, 2024 Nirvay ବିଜେଡି ତରଫରୁ ୨୦୨୪ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି କ୍ରମରେ ଦଳ ଏଥର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରେଙ୍ଗାଲି- ସୁଦର୍ଶନ ହରିପାଲ ରାଉରକେଲା- ସାରଦା…
ରାଜନୀତି ରାଜ୍ୟ ବିଜେପିର ମିଶ୍ରଣ ପର୍ବ: ମିଶିଲେ ରଜତ ଚୌଧୁରୀ, ବିଶ୍ୱଭୂଷଣ ଦାସ April 5, 2024 Nirvay ନିର୍ବାଚନ ପୂର୍ବରୁ ଲାଗି ରହିଛି ଇସ୍ତଫା ଏବଂ ମିଶ୍ରଣ ପର୍ବ। ଶୁକ୍ରବାର ଦିନ ବିଜେପିର ମିଶ୍ରଣ ପର୍ବରେ ଶାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଯୁବ ନେତା ରଜତ ଚୌଧୁରୀ ଏବଂ ବିଶ୍ଵଭୂଷଣ ଦାସ ଓ ବିଜେଡିରୁ ଆସିଥିବା ଅମରେନ୍ଦ୍ର ଦାସ। ପୂର୍ବତନ…