ତାଜା ଖବର ରାଜନୀତି ରାଜ୍ୟ ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ May 4, 2024 Papirani ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଓଏମପି ପଡିଆରେ ହେଲିକପ୍ଟରରେ ଯାଇ ଅବତରରଣ କରିବା ପରେ ଜୟପୁରରେ ପହଞ୍ଚି ଜନସଭାରେ ଯୋଗ ଦେଇଛନ୍ତି । ଏଠାରେ ବିରାଟ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର May 4, 2024 Papirani ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ । ଏବେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଜୟଶଙ୍କର। ଭୁବନେଶ୍ୱର ବିମାନବନ୍ଦରରେ ଜୟଶଙ୍କରଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତାଗଣ…
ରାଜନୀତି ରାଜ୍ୟ ଟିକେଟ୍ ଫେରାଇଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି May 4, 2024 Papirani ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇଥିବା ସୂଚନା ରହିଛି । ଏନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି । ଦଳ ଫଣ୍ଡିଂ ନ ଦେବାରୁ…
ରାଜନୀତି ରାଜ୍ୟ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରଚାର କରିବେ ନବୀନ May 4, 2024 Nirvay ଆଜି ଦକ୍ଷିଣ ଓଡ଼ିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କୋରାପୁଟ ଗସ୍ତ ସହ ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ମଧ୍ୟ ପ୍ରଚାର କରିବେ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା…
ତାଜା ଖବର ରାଜନୀତି ରାଜ୍ୟ ଘସିପୁରାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ May 3, 2024 Papirani ଭୁବନେଶ୍ବର: ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ । କିଛିଦିନ ତଳେ ବିଜେପିରୁ ଘଷିପୁରା ପାଇଁ ଲଢ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚଳିତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ…
ରାଜନୀତି ରାଜ୍ୟ ବୈଜୟନ୍ତଙ୍କ ଆଖିରେ ଅସ୍ତ୍ରୋପଚାର May 3, 2024 Nirvay ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ତାଙ୍କ ଆଖିରେ ଅସ୍ତ୍ରୋପଚାର ହୋଇଛି। ଏହି କାରଣରୁ ସେ କିଛି ଦିନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବେ ବୋଲି ସୂଚନା ମିଳିଛି। ତାଙ୍କ ଆଖିରୋଗ ଅତ୍ୟନ୍ତ ଜଟିଳ…
ଦେଶ ରାଜନୀତି ୧୪ରେ ନାମାଙ୍କନ ପତ୍ର ଦାଖଲ କରିବେ ମୋଦୀ May 3, 2024 Nirvay ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ନାମାଙ୍କନପତ୍ର ଦାଖଲ କରିବେ । ନାମାଙ୍କନପତ୍ରର ଗୋଟିଏ ଦିନ ପୂର୍ବରୁ ମେ ୧୩ ରେ ବାରାଣାସୀରେ ପିଏମ ମୋଦୀଙ୍କର ଏକ ବଡ ରୋଡ ଶୋ’ ଅନୁଷ୍ଠିତ ହେବ। ଏହି ରୋଡସୋରେ ଲକ୍ଷ…
ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର May 3, 2024 Nirvay ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଅସ୍ମିତା ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନେତୃତ୍ବ ନେବାକୁ ମୁଖ୍ୟମନ୍ତ୍ରୀ…
ରାଜନୀତି ରାଜ୍ୟ ନାମାଙ୍କନ ଭରିଲେ ପ୍ରିୟଦର୍ଶୀ ମିଶ୍ର May 3, 2024 Nirvay ନାମାଙ୍କନ ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର। ସେ ଆଜି ଭୁବନେଶ୍ୱର ଉତ୍ତର ଆସନ ଲାଗି ପ୍ରାଥୀପତ୍ର ଦାଖଲ କରିଛନ୍ତି । ସେ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ନନ୍ଦନକାନନ ଛକରୁ ଶତାଧିକ କର୍ମୀଙ୍କ ସହ ବିଶାଳ…
ଦେଶ ରାଜନୀତି ରାଜ୍ୟ ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କଲେ ରାହୁଲ ଗାନ୍ଧୀ May 3, 2024 Nirvay ନାମାଙ୍କନ ଦାଖଲ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ ବାତିଲ କରିଥିବା ବେଳେ ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କରିଛନ୍ତି। ଏହି ସଭାରେ କର୍ମୀଙ୍କ ଉତ୍ସାହ ବଢେଇବା ସହ ଗରିବଙ୍କ ପାଇଁ ୫ ଗ୍ୟାରେଣ୍ଟି ଆଣିବାକୁ ପ୍ରତିଶ୍ରୁତି…