Category: ତାଜା ଖବର

ଯାଜପୁରର ବିଭିନ୍ନ ଖଣି ଖାଦାନ ଉପରେ ରାଜ୍ୟ ଖଣି ବିଭାଗର ଚଢ଼ାଉ

ଆଜି ଖଣି ଦୁର୍ନୀତି ଅଭିଯୋଗରେ ଯାଜପୁରର ଧର୍ମଶାଳାରେ ବିଭିନ୍ନ ଖଣି ଓ ପଥର ଖାଦାନା ଉପରେ ଏକ ବଡ଼ ଧରଣର ଚଢାଉ କରିଛି ରାଜ୍ଯ ଖଣି ବିଭାଗ। ପୂର୍ବ ବିଜେଡି ସରକାର ସମୟରେ ଖଣି କାରବାରରେ ଅନିୟମିତତା ହୋଇଥିବା ଧର୍ମଶାଳା ବିଧାୟକ…

ପୁଣି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା; ୨ ମୃତ, ଅନେକ ଗୁରୁତର

ପୁଣି ଏକ ବଡ଼ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉତ୍ପନ୍ନ ହେଇଛି ।…

ପିଏମ୍ଓ ନିର୍ଦ୍ଦେଶକୁ ଅଣଦେଖା: ୮ ବର୍ଷ ହେଲା ଦୁର୍ଗନ୍ଧମୟ ପରିବେଶରେ ରହୁଛନ୍ତି ଭିଏଏନଗର କଲୋନୀବାସୀ

ବର୍ଷେ କି ଦୁଇବର୍ଷ ନୁହେଁ ୮ ବର୍ଷ ଧରି ଦୂର୍ଗନ୍ଧମୟ ପରିବେଶରେ କଲବଲ ହେଉଛନ୍ତି ଭିଏସ୍ଏସ୍ ନଗର ହାଉସିଂ ବୋର୍ଡ କଲୋନୀ ବାସିନ୍ଦା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସମସ୍ୟା ସମାଧାନ ପାଇଁ ନିର୍ଦେଶ…

‘ମୋ ମଶାରୀ’ ଯୋଜନା ବାଟବଣା: ବିଜଦର ବିଶ୍ବସ୍ତରୀୟ ସାସ୍ଥ୍ୟସେବାରେ ଓଡ଼ିଶା ମ୍ୟାଲେରିଆରେ ୧ ନମ୍ବର

ବିଜଦ ସରକାର ସମୟରେ ସବୁ କାମ ବିଶ୍ବସ୍ତରୀୟ ହେଇଥିଲା । ଏପରିକି ସ୍ବାସ୍ଥ୍ୟସେବା ମଧ୍ୟ ବିଶ୍ବସ୍ତରୀୟ ବୋଲି ପ୍ରଚାର ହେଉଥିଲା । କିନ୍ତୁ ଏହା ବାସ୍ତବ ନ ହୋଇ କେବଳ ପ୍ରଚାରରେ ସୀମିତ ଥିବାରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଓ ମୃତ୍ୟୁହାରରେ…

ଅଧ୍ଯକ୍ଷଙ୍କ ଲୋକ ଟେଣ୍ଡର ନପାଇବାରୁ ବାତିଲ ହେବ ବିଜୁ ସଭାଘର ?

ନବୀନ ସରକାରରେ କିଭଳି ଟେଣ୍ଡର ଫିଲିଂ ହେଉଥୁଲା, ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏଠାରେ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ପିସି ବନ୍ଦ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହ୍ବାନ ଦେବା ପରେ ପିସି…

ଭିତର ରତ୍ନଭଣ୍ଡାରକୁ ପ୍ରବେଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ଆଜି ନିର୍ଦ୍ଧାରିତ ସମୟରେ ଖୋଲାଯାଇଛି ଭିତର ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାର ବୁଲି ତଦାରଖ କରିବା ପାଇଁ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ…

ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ତୃତୀୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଆଜି ଲୋକସଭା ଭବନରେ ବସିଛି କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି। ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ…

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ, ୪ ଜଣ ଗୁରୁତର

ପୁଣି ନକ୍ସଲଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଛତିଶଗଡ଼ରେ ସିଆରପିଏଫ୍ ଓ ଡିଆର୍‌ଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି ନକ୍ସଲ । ଫଳରେ ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଥିବା ବେଳେ ବିସ୍ଫୋରଣରେ ୪ ଜଣ…

୯ଟା ୫୧ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆଜି ପୁଣି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିଲା। ଆଜି ଭିତର ରତ୍ନଭଣ୍ଡାରର ଖୋଲିବ। କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି ନିର୍ଦ୍ଧାରିତ ସମୟ ୯ଟା ୫୧…

ଯୋଜନା ବୋର୍ଡ ଭାଙ୍ଗିବା ପାଇଁ ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଲେ ସରକାର । ଯୋଜନା ବୋର୍ଡ ଭାଙ୍ଗିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁମୋଦନ ।ପୂର୍ବ ସରକାର ସମୟରେ ଏହି ପଦକୁ ଏକ ରାଜନୈତିକ ଥଇଥାନ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲେ । ନୂତନ ସରକାର ଆସିବ…