Category: ତାଜା ଖବର

ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍; ୪ ଗୋଷ୍ଠୀଙ୍କୁ ଦିଆଯାଇଛି ପ୍ରାଧାନ୍ୟ

ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌। ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ…

ଏଏସ୍ଓଙ୍କୁ ମାଡ଼ ଅଭିଯୋଗକୁ ନେଇ ବିଧାନସଭାରେ ହଟ୍ଟଗୋଳ; ଦିନ ସାଢ଼େ ୧୧ ଯାଏଁ ଗୃହ ମୁଲତବି

ବିଧାନସଭାର ସପ୍ତଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଦ୍ଵିତୟ ଦିନରେ ବି ସରଗରମ ହୋଇଛି ଗୃହ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଅଭିଯୋଗକୁ ନେଇ ବିଜେଡିର…

ଭିଜିଲାନ୍ସ ଜାଲରେ ପଡିଲେ ମତ୍ସ୍ୟ ସମ୍ପଦ ବିଭାଗ ଡେପୁଟି ଡାଇରେକ୍ଟର

ସରକାରୀ ଟଙ୍କା ହଡପ ଅଭିଯୋଗରେ ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗ ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପୁରୁଣା…

ଲୋକସଭାରେ ଉପସ୍ଥାପିତ ହେଲା ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ

ଆସନ୍ତାକାଲି ଦେଶର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତା’ପୂର୍ବରୁ ଆଜି ଲୋକସଭାରେ ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହୋଇଛି । ରିପୋର୍ଟ ଅନୁସାରେ ଭାରତରେ…

ଅସହଯୋଗ ମାନସିକତା ଛାଡି ବିଜେଡି ଧୈର୍ଯ୍ୟ ଧରିବା ଆବଶ୍ୟକ: ପୃଥ୍ୱୀରାଜ ହରିଚନ୍ଦନ

ଓଡ଼ିଶାବାସୀଙ୍କ ଆର୍ଶୀବାଦରୁ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି । ଓଡିଶାବାସୀଙ୍କ ବିପୁଳ ସମର୍ଥନ ଓ ଆଶୀର୍ବାଦ ପ୍ରାପ୍ତ କରି ଜନତାଙ୍କ ସରକାର ହୋଇଛି ବିଜେପି ସରକାର । ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସରକାର ପ୍ରତିଶ୍ରୁତିବଦ୍ଧ ।…

ଗୃହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ହୋଇଛି ଅପମାନ: ବିଜେଡି

ଆଜିଠୁ ଆରମ୍ଭ ହୋଇଯାଇଛି ଓଡ଼ିଶା ବିଧାନସଭାରେ ବଜେଟ ଅଧିବେଶନ । ବଜେଟ ଅଧିବେଶନ ସମୟରେ ଗୃହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ଆଣିଛି ବିଜେଡି । ଅଭିଯୋଗ ଅନୁସାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ…

ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ

ପୁରୀ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପୁରୀ ରାଜଭବନରେ କଣ ଘଟିଥିଲା,…

ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ

ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ । ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ଅନିୟମିତତା ଅଭିଯୋଗ ମାମଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ପ୍ରତିପକ୍ଷ ଦିଲୀପ ରାୟଙ୍କ ମାମଲା…

ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶରୁ ଖେଳିବେ ଓଡିଆ କ୍ରିକେଟର୍‌ ଶୁଭ୍ରାଂଶୁ ସେନାପତି

ଓଡ଼ିଶା ଛାଡ଼ିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ ସେନାପତି । ଏନଓସି ପାଇଁ ଶୁଭ୍ରାଂଶୁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଆବେଦନ କରିଥିବା ସୂଚନା । ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶରୁ ଖେଳିବା ପାଇଁ ସେ ଏନ୍‌ଓସି ପାଇଁ ଓସିଏରେ ଆବେଦନ କରିସାରିଛନ୍ତି। କିନ୍ତୁ…

ଏଏସଓଙ୍କୁ ମାଡ ମାରିବା ପ୍ରସଙ୍ଗରେ ପ୍ରତିବାଦ କରି କକ୍ଷତ୍ୟାଗ କଲେ ବିଜେଡି ଓ କଂଗ୍ରେସ ବିଧାୟକ

ବିଧନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହରେ ଦେଖା ଯାଇଛି ହଟ୍ଟଗୋଳ । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ପ୍ରତିବାଦ କରି କକ୍ଷତ୍ୟାଗ କଲେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ।