Category: ତାଜା ଖବର

ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ପାଇଁ ଶରଧାବାଲିରେ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି । ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡ଼ୁ ମାରି ସଫେଇ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ହାତରେ…

୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ

ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ। ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ଏହା ମଧ୍ୟରେ ଅଗଷ୍ଟ ୧ରୁ ୧୯…

କୁସୁମା କଟେଜ୍‌ ହେଉଛି କ୍ରୀଡ଼ା ବିଭାଗର: ଉପାଧ୍ୟକ୍ଷ ସନ୍ତୋଷ ମଲିକ

କୁସୁମା କଟେଜ୍‌ କ୍ରୀଡ଼ା ବିଭାଗର ବୋଲି ସୂଚନା ଦେଲେ ଉପାଧ୍ୟକ୍ଷ ସନ୍ତୋଷ ମଲିକ। ଯାଜପୁର କୁସୁମାରେ କଟେଜ୍‌ କେଳେଙ୍କାରୀ ଅଭିଯୋଗ ଘଟଣାରେ ଆଜି ପ୍ରେସ୍‌ମିଟ୍‌ରେ ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲିକଙ୍କ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କୁସୁମା ପରିସରରେ…

ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଚକ୍ଷୁ ଅସ୍ତ୍ରୋପଚାର

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପୁନଃ ଚକ୍ଷୁ ଅସ୍ତ୍ରୋପଚାର ହୋଇଛି। ବୈଜୟନ୍ତ ପଣ୍ଡାଙ୍କ ବାମ ଆଖିର ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି। ଦୁଇ ମାସ ପୂର୍ବେ ଆଖିରେ ଗଭୀର ଆଘାତ ଲାଗିଥିଲା ଏବଂ…

କେରଳର ସହ ପ୍ରଭାରୀ ଭାବେ ନିଯୁକ୍ତ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ବିଭିନ୍ନ ରାଜ୍ୟ ପାଇଁ ୨୪ ଜଣଙ୍କୁ ପ୍ରଭାରୀ ଏବଂ ସହପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି। ଓଡ଼ିଶା ପ୍ରଭାରୀ ଭାବେ ବିଜୟପାଲ ସିଂ ତୋମାର ନିଯୁକ୍ତ ହୋଇଥିବା ବେଳେ ସହ-ପ୍ରଭାରୀ ହୋଇଛନ୍ତି ଲତା ଉସେଣ୍ଡି । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା…

ଓଡ଼ିଶାକୁ ଆସିବେ ୫ ମହାବଳ ବାଘ

ଓଡ଼ିଶାର ଅଭୟାରଣ୍ୟରେ ମହାବଳ ବାଘବଂଶ ବୃଦ୍ଧି ପାଇଁ ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ଶେଷ…

ରାହୁଲ ଗାନ୍ଧୀ ଫଟୋ ଉପରକୁ ଗୋବର ମାଡ଼ ଘଟଣା: ପୋଲିସ କମିଶନରେଟ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ବିଜେପି କର୍ମୀଙ୍କ ଗୋବର ମାଡ଼ ଘଟଣାରେ ଆଜି କମିଶନରେଟ ପୋଲିସ ଅଫିସ ଘେରାଉ କରିଛନ୍ତି ଛାତ୍ର କଂଗ୍ରେସ । ବିଜେପି କର୍ମୀଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଘେରାଉ । ବିକ୍ଷୋଭରେ…

ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଏତଲା

ପୁଣି ଅଡ଼ୁଆରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ନାଁରେ ଏତଲା । କ୍ୟାପିଟାଲ ଥାନାରେ ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ…

ବିଧାନସଭା ପରିସରରେ ସୁରେନ୍ଦ୍ରନାଥ ନାୟକଙ୍କୁ ଦିଆଗଲା ଶେଷ ଶ୍ରଦ୍ଧାଞ୍ଜଳି

ପରଲୋକରେ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ । କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ମରଶରୀର ବିଧାନସଭା ପହଞ୍ଚିଛି। ବିଧାନସଭା ପରିସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି…

ସୁନ୍ଦରଗଡରେ ଗୁଳିକାଣ୍ଡ, ୬ଜଣ ଗୁରୁତର

ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲରେ ହୋଇଛି ଗୁଳିକାଣ୍ଡ । ୨୦୦ରୁ ଊର୍ଦ୍ଧ୍ବ ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ୧୦୦ ବୋମା ଫୁଟିଥିବା ସୂଚନା । ଗୁଳିକାଣ୍ଡ ଯୋଗୁ ନଷ୍ଟ ହୋଇଯାଇଛି ଦାମୀ ଦୀମୀ କାର୍।ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି…