Category: ବ୍ୟବସାୟ

ହଟହଟା ହେଲେ ଦେବୀ ମିଶ୍ର

ବଡ଼ମ୍ବା : ବଡ଼ମ୍ବା ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ଆଜି ଲୋକଙ୍କ ଆଗରେ ହଟହଟା ହେବାକୁ ପଡିଛି । ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ପଞ୍ଚାୟତର ଚଷା ବାରବାଟୀକୁ ସେ ପ୍ରଚାର ପାଇଁ ଯାଇଥିଲେ। ଏତିକିବେଳେ ପାଣି ସମସ୍ୟାର ସମାଧାନ…

ବିଜେଡି ପାଇଁ ଶାଢ଼ୀ ବାଣ୍ଟି ବ୍ରହ୍ମଗିରିର ୩ ମହିଳା ନେତ୍ରୀ ପୁରୀ ସଦରରେ ଅଟକ

ବ୍ରହ୍ମଗିରି : ବାରମ୍ବାର ନିର୍ବାଚନ ଆଚରଣ ଆଇନ ଉଲଙ୍ଘନ କରୁଚି ବିଜୁ ଜନତା ଦଳ । ବ୍ରହ୍ମଗିରି ବିଜୁ ଜନତାଦଳର କିଛି ନାରୀନେତ୍ରୀ ମାନେ ମିଶନ ଶକ୍ତିର ମହିଳା ମାନଙ୍କୁ ଭୋଟ ଦେବା ପାଇଁ ଲୋଭ ଦେଖାଇ ଶାଢ଼ୀ ବାଣ୍ଟିଛନ୍ତି ।…

କଥାରେ ସଂଯମତା ରକ୍ଷା କରନ୍ତୁ ପାଣ୍ଡିଆନ ବାବୁ : ଅପରାଜିତା

ଭୁବନେଶ୍ୱର : 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଔକାତ୍‌, ଦମ୍‌ ପରି ଶଦ୍ଦର ବ୍ୟବହାର ଓ ତାଙ୍କର ଯୋଗ୍ୟତା ଉପରେ ପ୍ରଶ୍ନ କରିବା ଠିକ୍‌ ନୁହେଁ। ପୂର୍ବତନ ଆଇଏଏସ୍ ଅଧିକାରୀ…

ସ୍କର୍ପିଓରୁ ୩ ଲକ୍ଷ ୪୦ ହଜାର ଟଙ୍କା ଜବତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ୩ ଲକ୍ଷ ୪୦ ହଜାର ଟଙ୍କା ମିଳିଛି । ଆହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଏହି ୨…

ଶ୍ରୀମନ୍ଦିର ରତ୍ନଭଣ୍ଡାର ବିଷୟ ନେଇ ବିଜେଡି ସରକାର ଉପରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି

ଫୁଲବାଣୀ: ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା’ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି…

ବ୍ରହ୍ମପୁର ଗଣଦୁଷ୍କର୍ମ ଘଟଣାରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁର; ବ୍ରହ୍ମପୁରରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ତେଜିଲା ପ୍ରତିବାଦ । ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରୁଛି ବିଜେପି । ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ…

ତାତି ରୁ ମିଳିଲା ସାମାନ୍ୟ ତ୍ରାହି

ଭୁବନେଶ୍ୱର ; ଗତ ୨ ଦିନ ହେବ ତାତିରୁ ରାଜ୍ୟବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସଂଧ୍ୟାରେ ରାଜଧାନୀରେ ମାଡ଼ି ଆସିଲା କାଳବୈଶାଖୀ ବର୍ଷା । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ପ୍ରବଳ ବେଗରେ ପବନ ମଧ୍ୟ ବହୁଥିବା ଦେଖିବାକୁ ମିଳିଛି…

ଓଡ଼ିଶାରେ ଲୋକେ କହୁଛନ୍ତି ୨୧ରୁ ୨୧ ଆସନ ଜିତିବ ବିଜେପି : ରାଜନାଥ

ରାୟଗଡାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଅନେକ ଥର ଓଡ଼ିଶା ଆସିଛି, କିନ୍ତୁ ଏଥର ମାହୋଲ ବଦଳିଲା ଭଳି । ଏଥର ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ଓଡ଼ିଶାବାସୀ କହୁଛନ୍ତି ।…

ପିପିଲି ରାଜନୀତି ମଇଦାନରେ ସ୍ୱାମୀ-ସ୍ତ୍ରୀ

ପିପିଲି; ରାଜନୀତିରେ ସବୁ ସମ୍ଭବ । ସ୍ୱାମୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ସ୍ତ୍ରୀ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ଚଳିତ ନିର୍ବାଚନରେ ଗୋଟିଏ ଗୋଟିଏ ଦଳରୁ ବାପା-ପୁଅ, ସ୍ୱାମୀ-ସ୍ତ୍ରୀ, ଦଳୀୟ ଟିକେଟ୍ରୁ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ ପିପିଲିରେ…

୧୦ ରେ ମୋଦିଙ୍କ ରୋଡ୍‌ ସୋ

ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ ସମୟରେ ଓଡ଼ିଶାରେ ରୋଡ୍‌ ସୋ କରିବେ ମୋଦି। ୧୦ ତାରିଖ ସଂଧ୍ୟା ୬ଟାରେ ଭୁବନେଶ୍ବରରେ ରୋଡ୍‌ ସୋ’ ହେବ।ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ସୋ’ ହେବ…