Category: ବ୍ୟବସାୟ

ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ: ଜିଲ୍ଲାରେ ଖୋଲିବ ପରିବା ମଣ୍ଡି

ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି । ଏଥିପାଇଁ ଜିଲ୍ଲାରେ ପରିବା ମଣ୍ଡି ଖୋଲିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ପରିବା…

ବୁଡ଼ିଲା ଅସ୍ଥାୟୀ ପୋଲ

ନବରଙ୍ଗପୁର ପାପଡ଼ାହାଣ୍ଡିରେ ପ୍ରବଳ ବର୍ଷାରେ ବୁଡ଼ିଲା ଅସ୍ଥାୟୀ ପୋଲ। ଟୁରି ନଦୀର ଅସ୍ଥାୟୀ ପୋଲ ଉପରେ ୨ ଫୁଟ୍‌ର ପାଣି ଚାଲୁଛି। ଉମରକୋଟ-ନବରଙ୍ଗପୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି। ଯାତାୟାତ ଏକପ୍ରକାର ଠପ…

ବଜେଟ୍ ପାଇଁ ଅନଲାଇନରେ ଆସିଛି ୧୨ ହଜାର ଲୋକଙ୍କ ମତାମତ: ମୁଖ୍ୟମନ୍ତ୍ରୀ

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଚଳିତବର୍ଷ ଅନଲାଇନ ମାଧ୍ୟମରେ ଆସିଛି ୧୨ ହଜାରରୁ ଅଧିକ ଲୋକଙ୍କ ମତାମତ । ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ ଆସିଛି ମତାମତ । ଲୋକଙ୍କ ଆଶା…

ପବିତ୍ର ହେରା ପଞ୍ଚମୀର ମାହାତ୍ମ୍ୟ

ଶ୍ରୀଗୁଣ୍ଡିଚା ଯାତ୍ରାର ଏକ ରହସ୍ୟମୟ ନୀତି ହେଉଛି ‘ହେରା ପଞ୍ଚମୀ’। ଏହାର କାହାଣୀ ଅତ୍ୟନ୍ତ ରୋଚକ। ‘ହେରା’ର ଅର୍ଥ ଅବଲୋକନ ବା ଦର୍ଶନ। ଆଜି ପବିତ୍ର ହେରାପଞ୍ଚମୀ । ଶ୍ରୀମନ୍ଦିରରେ ଏହା ଏକ ବିଶେଷ ଉତ୍ସବ ଭାବରେ ପାଳିତ ହେଇଥାଏ। ଖାଲି…

ଜୁଲାଇ ୨୩ରେ ଉପସ୍ଥାପନା କରାଯିବ କେନ୍ଦ୍ର ବଜେଟ୍

କେନ୍ଦ୍ରରେ ପୁଣିଥରେ କ୍ଷମତାକୁ ଆସିଛି ମୋଦୀ ସରକାର । ଆଉ ୩ୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ହେବ ମୋଦୀ ସରକାରର ପ୍ରଥମ ବଜେଟ୍ । ଏହି ଦେଶର ସାଧାରଣ ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ…

୭ ଓ ୮ରେ ପ୍ରବଳ ବର୍ଷା

ଆସନ୍ତା ୭ ଓ ୮ ତାରିଖରେ ରଥଯାତ୍ରା ହେବାକୁ ଥିବା ବେଳେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୭ରେ ପ୍ରବଳ, ୮ରେ ହାଲୁକାରୁ ମଧ୍ୟମ ବର୍ଷା ନେଇ ସୂଚନା। ପୁରୀକୁ ବି ପ୍ରବଳ ବର୍ଷା ହେବା…

୩,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ଭତ୍ତା

ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ସେଥିପାଇଁ…

ସବୁଜରୁ ଗେରୁଆ ରଙ୍ଗ ହେଲା ‘ଲକ୍ଷ୍ମୀ’ ବସ୍

ସରକାର ବଦଳିବା ପରେ ବଦଳୁଛି ଲକ୍ଷ୍ମୀ ବସର ନାଁ ସହ ରଙ୍ଗ । ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଲକ୍ଷ୍ମୀ ବସ ଯୋଜନା’ ଆରମ୍ଭ କରିଥିଲେ । ଏହି ଯୋଜନା…

ଦିଲ୍ଲୀ ବିମାନବନ୍ଦର ସ୍ଥିତି ସମୀକ୍ଷା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି)ର ଟର୍ମିନାଲ ୧ (ଟି୧) ଛାତ ଭୁଶୁଡ଼ିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମ ମୋହନ ନାଇଡୁ ବିମାନବନ୍ଦର ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର (ଏଓସିସି) ପରିଦର୍ଶନ କରି ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ…

ଦେଶରେ କମିଲା ଗ୍ୟାସ ସିଲିଣ୍ଡର ଦର

ମାସ ଆରମ୍ଭରୁ ଗ୍ୟାସ ଉପୋଭକ୍ତାଙ୍କ ପାଇଁ ଖୁସି ଖବର । ଦେଶରେ କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି । ସାରା ଦେଶରେ…