ଯାଜପୁର ଜିଲ୍ଲା ଧର୍ମଶାଳା ଭବନ ପରିସର ଢାବାରେ ଲାଗିଲା ତାଲା। ବଲେ ବଲେ ଢାବାରେ ତାଲା ଲଗାଇଲା ଧର୍ମଶାଳା ବ୍ଲକ ପ୍ରଶାସନ। ୩ ଦିନ ମଧ୍ୟରେ ଉକ୍ତ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବିଜେଡି ନେତ୍ରୀଙ୍କ ନାଁରେ ଢାବା ଲିଜ୍‌ ଦିଆଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *