ତାଜା ଖବର ରାଜ୍ୟ BJP Leader Brutally Murdered in Kalahandi: କଳାହାଣ୍ଡିରେ ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା ଘଟଣା; ୨ ଜଣ ଅଟକ August 6, 2026 Papirani କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ। ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ୱାମୀ ତଥା ବିଜେପି ନେତା ଫକୀର ରଣାଙ୍କୁ ଘରୁ ଡାକି ନେଇ ଛୁରି ଭୁସି ହତ୍ୟା ଘଟଣାରେ ପଚରାଉଚରା ପାଇଁ ଦୁଇଜଣ…
ତାଜା ଖବର ରାଜ୍ୟ Heavy Rainfall Alert: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ August 6, 2026 Papirani ଆଜି ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ। ଉତ୍ତର ଓଡିଶା ଉପକୂଳ ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର…
ତାଜା ଖବର ରାଜ୍ୟ Heavy Rain in BBSR: ରାଜଧାନୀରେ ପ୍ରବଳ ବର୍ଷା: ଲଗାଣ ବର୍ଷାରୁ ବେହାଲ ଜନଜୀବନ August 6, 2026 Papirani ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଯାହା ଫଳରେ ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ଗତକାଲି ରାତିରୁ କ୍ରମାଗତ ଭାବେ ହେଉଥିବା ବର୍ଷା ଯୋଗୁଁ ଅନେକ ନିଚ୍ଛାଟିଆ ଓ ତଳିଆ ଅଞ୍ଚଳରେ ପାଣି ଜମି ରହିଛି।…
ତାଜା ଖବର ରାଜ୍ୟ Vigilance Nabs RTO Officers: ଭିଜିଲାନ୍ସ ଜାଲରେ ରାଉରକେଲା ଆରଟିଓର ୨ କର୍ମଚାରୀ August 5, 2026 Papirani ଭିଜିଲାନ୍ସ ଜାଲରେ ରାଉରକେଲା ଆରଟିଓର ୨ କର୍ମଚାରୀ । ୨୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କିରାଣୀ ନିରଞ୍ଜନ ଷଣ୍ଢ ଏବଂ IT ଏକ୍ଜିକ୍ୟୁଟିଭ୍ ଧର୍ମେନ୍ଦ୍ର ବେହେରା । ନିଲାମ ହୋଇଥିବା ଦୁଇଟି ଟ୍ରକର ଫ୍ରେସ୍…
ତାଜା ଖବର ଦେଶ India’s First Polymer Notes: ଭାରତରେ ଶୀଘ୍ର ପ୍ରଚଳିତ ହେବାକୁ ଯାଉଛି ପ୍ଲାଷ୍ଟିକ୍ ନୋଟ୍ August 5, 2026 Papirani ଭାରତରେ ଶୀଘ୍ର ପ୍ରଚଳିତ ହେବାକୁ ଯାଉଛି ପ୍ଲାଷ୍ଟିକ୍ ନୋଟ୍। ଆସନ୍ତା ଏପ୍ରିଲ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନୋଟଗୁଡ଼ିକୁ ବଜାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମୁଦ୍ରାନୀତି ବୈଠକ ପରେ ଏହି ପାଇଲଟ୍ ପ୍ରୋଜେକ୍ଟ…
ତାଜା ଖବର ରାଜ୍ୟ Textbook Errors Row: ସଂଶୋଧିତ ପାଠ୍ୟ ପୁସ୍ତକ ତ୍ରୁଟି ସମ୍ପର୍କିତ ଦାବିକୁ ଖଣ୍ଡନ କଲେ ରାଜ୍ୟ ସରକାର: ସଂଶୋଧନ ପ୍ରକ୍ରିୟା ଜାରି ରହିଥିବା ସୂଚନା August 5, 2026 Papirani ସଂଶୋଧିତ ପାଠ୍ୟପୁସ୍ତକରେ ତ୍ରୁଟି ଥିବା ଗଣମାଧ୍ୟମର ଦାବିକୁ ଖଣ୍ଡନ କଲା ଓଡ଼ିଶା ସ୍କୁଲ ଏବଂ ଗଣଶିକ୍ଷା ବିଭାଗ। ନୂତନ ସଂଶୋଧିତ ପାଠ୍ୟପୁସ୍ତକରେ ତ୍ରୁଟି ଥିବା ନେଇ ଗଣମାଧ୍ୟମରେ ପ୍ରସାରିତ ରିପୋର୍ଟକୁ ଭିତ୍ତିହୀନ ଏବଂ ଭ୍ରାମକ ବୋଲି କହି ଏହାକୁ ଖଣ୍ଡନ କରିଛି…
ତାଜା ଖବର ରାଜ୍ୟ Bangladeshi Migrants: ଟ୍ୱିନ୍ ସିଟିରୁ ଆଉ ୬ ବାଂଲାଦେଶୀ ଚିହ୍ନଟ, ଖୁବ୍ଶୀଘ୍ର ଓଡ଼ିଶାରୁ ହେବେ ବିଦା August 5, 2026 Papirani ଟ୍ୱିନ୍ ସିଟିରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କମିଶନରେଟ୍ ପୋଲିସ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ପ୍ରକ୍ରିୟା ଏବଂ ଡିପୋର୍ଟେସନ ଅଭିଯାନକୁ ପୋଲିସ ଆହୁରି ଜୋରଦାର କରିଛି। ଏହାରି ମଧ୍ୟରେ ଆଉ ୬ ଜଣ ବାଂଲାଦେଶୀ…
ତାଜା ଖବର ରାଜ୍ୟ Balianta Mob Lynching case: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ପକ୍ଷରୁ ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ August 5, 2026 Papirani ବହୁ ଚର୍ଚ୍ଚିତ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନ ସାହୁ ହତ୍ୟା ମାମଲା ତଦନ୍ତର ୯୦ ଦିନ ପୂରଣ ହେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଭୁବନେଶ୍ୱର ଏସଡିଜେଏମ୍ (SDJM) କୋର୍ଟରେ କ୍ରାଇମବ୍ରାଞ୍ଚ ୭୬୭ ପୃଷ୍ଠାର…
ତାଜା ଖବର ରାଜ୍ୟ Medical PG Question Paper Leak: ଏମ୍କେସିଜିରେ ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲା; ତଦନ୍ତ ପାଇଁ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ August 5, 2026 Papirani ଏମ୍କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ…
ତାଜା ଖବର ରାଜ୍ୟ BRICS Education Ministers’ Meeting: ଆଜିଠାରୁ ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକ August 5, 2026 Papirani ଆଜିଠାରୁ ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ ଏବଂ ୩ୟ ବ୍ରିକ୍ସ ବରିଷ୍ଠ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ଅଧ୍ୟକ୍ଷତାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କରାଯାଉଛି । ଏଥିରେ ବ୍ରିକ୍ସର ସଦସ୍ୟ ଦେଶର ଶିକ୍ଷା…