ତାଜା ଖବର ଦେଶ ରାଜନୀତି କେଜରିଓ୍ବାଲଙ୍କୁ ୩ଦିନିଆ ରିମାଣ୍ଡ ନେବ ସିବିଆଇ June 26, 2024 Papirani ଦିନକୁ ଦିନ ସମସ୍ୟା ଭିତରେ ପଶି ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଏବେ ତାଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ । ସିବିଆଇ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବା ପରେ କେଜ୍ରିୱାଲଙ୍କ କୋର୍ଟରୁ ନ୍ୟାୟିକ…
ତାଜା ଖବର ରାଜନୀତି ରାଜ୍ୟ କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଅମାନବନୀୟ: ଦୀଲିପ ମଲ୍ଲିକ June 26, 2024 Papirani ପୋଲିସର ନାଲି ଆଖି ଦେଖାଇ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ହେଉଛି ବିଜେଡିର ଚିରାଚରିତ ଅଭ୍ୟାସ । ଓଟିଭି, ବଡ ଖବର, କନକ, ସମ୍ବାଦ ଭଳି ଗଣମାଧ୍ୟମ ସଂସ୍ଥା ଓ ତାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ, ଧମକ ଦେବା…
ତାଜା ଖବର ରାଜନୀତି ରାଜ୍ୟ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେବା ସହ ରୋଗୀଙ୍କ ଉପଯୁକ୍ତ ସେବା ପାଇଁ ଆଲୋଚନା କଲେ ମନ୍ତ୍ରୀ ରବି ନାୟକ June 26, 2024 Papirani ମନ୍ତ୍ରୀ ରବି ନାରାୟଣ ନାଏକ ଅସୁସ୍ଥତା ଅନୁଭବ କରିବାରୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଆସିଥିଲେ। ବୁର୍ଲା ଭିମସାର ହସ୍ପିଟାଲରେ ଚିକିତ୍ସିତ ହେବା ସହ ମନ୍ତ୍ରୀ ନାଏକ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧୀକ୍ଷକଙ୍କ ସହିତ ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା…
ତାଜା ଖବର ରାଜ୍ୟ ରଥଯାତ୍ରା ପରିଚାଳନା ପାଇଁ ଆଜି ହୋଇଛି ଦ୍ୱିତୀୟ ସମନ୍ୱୟ କମିଟି ବୈଠକ June 26, 2024 Papirani ୧୯୭୧ ରଥଯାତ୍ରା ଆଇନ ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଇଥିବା ବେଳେ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି । ଆଜି ଏନେଇ ଆଇନମନ୍ତ୍ରୀ ପୃଥ୍ୱୀବରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ…
ତାଜା ଖବର ରାଜନୀତି ରାଜ୍ୟ ଖୁବ୍ଶୀଘ୍ର ମହାନଦୀ ବିବାଦର ସମାଧାନ: ରାଜସ୍ବ ମନ୍ତ୍ରୀ June 26, 2024 Papirani ଆଜି ମହାନଦୀ ଜଳ ବିବାଦ ମାମଲାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଖୁବଶିଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ସମାଧାନ। ପୂର୍ବ ସରକାର କୌଣସି ସମାଧାନ ପାଇଁ ବିଶେଷ ଉଦ୍ୟମ…
ତାଜା ଖବର ରାଜନୀତି ରାଜ୍ୟ ସ୍କୁଲରେ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ June 26, 2024 Papirani ଅନେକ ସ୍କୁଲରେ ଏବେ ବି ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଛି। ଶ୍ରେଣୀ ଗୃହରେ ଯେପରି ଶିକ୍ଷକ ଅଭାବରୁ ପାଠପଢାରେ କୌଣସି ଅସୁବିଧା ନହୁଏ ସେଥିପାଇଁ ଗଣଶିକ୍ଷା ବିଭାଗ ନେଇଛି ବଡ଼ ନିଷ୍ପତ୍ତି। ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ…
ଖେଳ ତାଜା ଖବର ଦେଶ ବିଶ୍ୱ ରାଜ୍ୟ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ରେ ଓଡ଼ିଶାର ଅମିତ ରୋହିଦାସ June 26, 2024 Papirani ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ କରାଯାଇଛି । ଜୁଲାଇ ୨୬ରୁ ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହେବ। ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ । ରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ…
ତାଜା ଖବର ବ୍ୟବସାୟ ରାଜନୀତି ରାଜ୍ୟ ଓଡ଼ିଶା ହେବ ମଦମୁକ୍ତ ରାଜ୍ୟ June 26, 2024 Papirani ଓଡ଼ିଶାରେ ଆଉ ମିଳିବନି ମଦ। ଓଡ଼ିଶାକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେଣି ସରକାର। ରାଜ୍ୟରେ ପର୍ଯ୍ୟାୟକ୍ରମେ ବନ୍ଦ ହେବ ମଦ । ବିଭିନ୍ନ ସଂଗଠନ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରିଆସୁଥିବା ବେଳେ…
ତାଜା ଖବର ଦେଶ ରାଜନୀତି ବିଗିଡ଼ିଲା କେଜରିୱାଲଙ୍କ ସ୍ୱାସ୍ଥ୍ୟ June 26, 2024 Papirani ବୁଧବାର ମଦ ଦୁର୍ନୀତି ମାମଲାରେ ସିବିଆଇ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। କୋର୍ଟରେ ଶୁଣାଣି ଚାଲୁଥିବା ବେଳେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା। ତାଙ୍କର ସୁଗାର ଲେବଲ ହ୍ରାସ ପାଇଛି । ତାଙ୍କୁ ଅନ୍ୟ ଏକ କୋଠରୀରେ…
ତାଜା ଖବର ଦେଶ ରାଜନୀତି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା June 26, 2024 Papirani ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। ୧୮ତମ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଲେ ଓମ୍ ବିର୍ଲା। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଇଣ୍ଡି ମେଣ୍ଟର ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇଲେ ଏନ୍ଡିଏ ପ୍ରାର୍ଥୀ…