ତାଜା ଖବର ରାଜ୍ୟ CM Majhi’s Ganjam Visit: ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ August 27, 2026 Papirani ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ…
ତାଜା ଖବର ରାଜ୍ୟ Nepal Floods: ନେପାଳ ବନ୍ୟା ବିପତ୍ତି: ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୩କୁ ବୃଦ୍ଧି August 27, 2026 Papirani ନେପାଳରେ ଭୟଙ୍କର ବନ୍ୟାରେ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ଆଉ ଜଣେ ଓଡ଼ିଆ ଯୁବତୀ ନିଖୋଜ ହୋଇଥିବା ସୂଚନା ମିଳିଛି। ସରକାରୀ ରିପୋର୍ଟ ଅନୁସାରେ, ବାରିପଦାର ବାସିନ୍ଦା କୁଲସୁମ ନିଗାର ନେପାଳର ପୋଖରାରେ ଫସି ରହି ନିଖୋଜ ଅଛନ୍ତି। ଏହାକୁ…
ତାଜା ଖବର ରାଜ୍ୟ HC issues Show-Cause Notice to Former DGP YB Khurania: ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ August 27, 2026 Papirani ଓଡ଼ିଶା ହାଇକୋର୍ଟ ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ବାରମ୍ବାର ସୁଯୋଗ ଦିଆଯିବା ସତ୍ତ୍ୱେ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ ନ କରିବାରୁ କୋର୍ଟ ଏହି ନୋଟିସ ଜାରି କରିଛନ୍ତି। ମାମଲା ପରିଚାଳନା ସମୟରେ କୋର୍ଟରେ…
ତାଜା ଖବର ରାଜ୍ୟ Prakash Paswan Arrested In Bihar: ରାଉରକେଲା ସର୍କିଟ୍ ହାଉସ୍ ମାମଲା: ବିହାରରୁ ପ୍ରକାଶ ପାଶ୍ୱାନ ଗିରଫ August 27, 2026 Papirani ରାଉରକେଲା ସରକାରୀ ସର୍କିଟ ହାଉସରୁ ବନ୍ଧୁକ ଜବତ ମାମଲାରେ ଫେରାର ଥିବା ନିଲମ୍ବିତ ବିଜେପି ଯୁବ ନେତା ପ୍ରକାଶ ପାଶ୍ୱାନଙ୍କୁ ଓଡ଼ିଶା ପୁଲିସ ବିହାରରୁ ଗିରଫ କରିଛି। ବିହାରର ସମସ୍ତୀପୁର ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି…
ତାଜା ଖବର ରାଜ୍ୟ Raksha Bandhan Special: ରାକ୍ଷୀ ପୂର୍ଣ୍ଣିମାରେ ଉପହାର: ‘ଆମ ବସ୍’ରେ ଆଜି ମାଗଣା ଯାତ୍ରା କରିବେ ମହିଳା August 27, 2026 Papirani ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳା ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଆଜି ‘ଆମ ବସ୍’ରେ ମହିଳାମାନେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ। CRUT ପକ୍ଷରୁ ମହିଳାଙ୍କ ପାଇଁ ଆଜି ‘ଜିରୋ ଟିକେଟ୍’ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ୭ଟି ପ୍ରମୁଖ…
ତାଜା ଖବର ରାଜ୍ୟ Today Raksha Purnima: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା August 27, 2026 Papirani ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସାରା ରାଜ୍ୟରେ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳିତ ହେଉଛି। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସ୍ନେହ ଓ ଭଲପାଇବା ପ୍ରକାଶ କରୁଥିବା ବେଳେ, ଭାଇ ଜୀବନସାରା ଭଉଣୀର ସୁରକ୍ଷା କରିବାକୁ ପ୍ରତିଜ୍ଞା…
ବ୍ୟବସାୟ KIMS & Manipal Hospitals Face Action: କିମ୍ସ, ମଣିପାଲ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ମନ୍ତ୍ରୀ August 26, 2026 Papirani ଭୁବନେଶ୍ୱରସ୍ଥିତ କିମ୍ସ ଏବଂ ମଣିପାଲ ହସ୍ପିଟାଲ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଆୟୁଷ୍ମାନ ଭାରତ’ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା…
ତାଜା ଖବର ରାଜ୍ୟ Seva Sankalp Abhiyan: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରୁ ମାସବ୍ୟାପୀ ଆୟୋଜିତ ହେବ ‘ସେବା ସଂକଳ୍ପ ଅଭିଯାନ’ August 26, 2026 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନରେ ଦୀର୍ଘ ୨୫ ବର୍ଷର ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଯାତ୍ରାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ “ସେବା ସଂକଳ୍ପ ଅଭିଯାନ” ସମଗ୍ର ଦେଶରେ ଆୟୋଜନ କରାଯିବ । ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭…
ତାଜା ଖବର ରାଜନୀତି ରାଜ୍ୟ Former Padampur MLA Passes Away: ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ August 26, 2026 Papirani ପଦ୍ମପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟ ଭୂଷଣ ସାହୁଙ୍କର ଦେହାନ୍ତ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର…
ତାଜା ଖବର ରାଜ୍ୟ Nuapada Land Registration Scam: ଜମି ପଞ୍ଜୀକରଣରେ ସ୍ୱଚ୍ଛତା ଆଣିବାକୁ ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ; ଜିଲ୍ଲାପାଳମାନଙ୍କୁ ନଜର ରଖିବାକୁ ଚିଠି August 26, 2026 Papirani ନୂଆପଡ଼ା ଜିଲ୍ଲାରେ ହୋଇଥିବା ବେଆଇନ ଜମି ପଞ୍ଜୀକରଣ ଜାଲିଆତି ଘଟଣା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା, ଜବାବଦେହିତା ଓ କଡ଼ା ତଦାରଖ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ…