ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳା ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଆଜି ‘ଆମ ବସ୍‌’ରେ ମହିଳାମାନେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ। CRUT ପକ୍ଷରୁ ମହିଳାଙ୍କ ପାଇଁ ଆଜି ‘ଜିରୋ ଟିକେଟ୍’ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ୭ଟି ପ୍ରମୁଖ ସହର ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, କେନ୍ଦୁଝରରେ ଚଳାଚଳ କରୁଥିବା ସମସ୍ତ ‘ଆମ ବସ୍‌’ରେ ଏହି ସୁବିଧା ଉପଲବ୍ଧ ହେବ ।

 

 

Leave a Reply

Your email address will not be published. Required fields are marked *