ତାଜା ଖବର ରାଜ୍ୟ IMD Issues Low Pressure Warning for Odisha: ସେପ୍ଟେମ୍ବର ୧୯ରେ ଲଘୁଚାପ ସୃଷ୍ଟି ସମ୍ଭାବନା; ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି September 16, 2026 Papirani ଉତ୍ତର ଆଣ୍ଡାମାନ ସାଗରରେ ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ବାୟୁମଣ୍ଡଳୀୟ ସୃଷ୍ଟି ଆଗାମୀ ଦିନରେ ଅଧିକ ଘନୀଭୂତ ହୋଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ…
ତାଜା ଖବର ରାଜ୍ୟ Odisha Gets New Doppler Radar in Sambalpur: ସମ୍ବଲପୁରରେ ଦେଶର ୫୧ତମ ଡପ୍ଲର ରାଡାର୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 16, 2026 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ଆଜି ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ…
ତାଜା ଖବର ରାଜ୍ୟ Subhadra Scheme Completes Two Years: ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି: ଘରେ ଘରେ ଦୀପ ଜାଳି ଉତ୍ସବ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ September 16, 2026 Papirani ରାଜ୍ୟର ଅଗ୍ରଣୀ ମହିଳା ସଶକ୍ତୀକରଣ ଯୋଜନା ‘ସୁଭଦ୍ରା’ ଆସନ୍ତାକାଲି ୨ ବର୍ଷ ପୂରଣ କରିବାକୁ ଯାଉଛି। ଏହି ଅବସରରେ ଘରେ ଘରେ ଦୀପ ଜାଳି ଉତ୍ସବ ପାଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି। ସନ୍ଧ୍ୟା…
ତାଜା ଖବର ପ୍ରିମିୟମ ଖବର ରାଜ୍ୟ State Denies Dara Singh’s Release: ଦାରାଙ୍କୁ ଛାଡ଼ିବା ପାଇଁ ଚାହୁଁନାହାନ୍ତି ‘ହିନ୍ଦୁ’ ସରକାର ! September 16, 2026 Papirani ରାଜ୍ୟ ଦଣ୍ଡାଦେଶ ସମୀକ୍ଷା ବୋର୍ଡ (ଏସଏସ୍ଆର୍ବି) ଦାରା ସିଂ ଓରଫ ରବିନ୍ଦ୍ର କୁମାର ପାଲଙ୍କ ଆଗୁଆ ମୁକ୍ତିକୁ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବଡ଼ ଚର୍ଚ୍ଚା ସୃଷ୍ଟି କରିଛି। ପୂର୍ବରୁ ଭଲ ଆଚରଣ ଦୃଷ୍ଟିରୁ କାରାଗାର ସେବା ମହାନିର୍ଦ୍ଦେଶକ ଏବଂ…
ତାଜା ଖବର ପ୍ରିମିୟମ ଖବର Rajasthan Election Results: ରାଜସ୍ଥାନ ଫଳ ଓଡ଼ିଶା ଭାଜପା ଲାଗି ସତର୍କ ଘଣ୍ଟି ! September 16, 2026 Papirani ରାଜସ୍ଥାନ ପୌର ନିର୍ବାଚନ ଫଳ ପ୍ରକାଶ ପାଇଛି। ଶାସକ ଭାରତୀୟ ଜନତା ପାର୍ଟି ଏକ ନମ୍ବର ଦଳ ହୋଇଛି। ରାହୁଲ ଗାନ୍ଧୀଙ୍କ ଗୁଂଜମୁଂଜ୍ କାର୍ଯ୍ୟକ୍ରମ କଂଗ୍ରେସକୁ କିଛି ସାହାଯ୍ୟ କରିପାରି ନାହିଁ । କିନ୍ତୁ ଜନତା ଶାସକ ଭାଜପା ଲାଗି ବିପଦ…
ତାଜା ଖବର ରାଜ୍ୟ Fresh Trouble for BJD Leader Bikram Panda: ସାକ୍ଷୀଙ୍କୁ ଧମକ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିରୋଧରେ ରୁଜୁ ହେଲା ନୂଆ ମାମଲା September 16, 2026 Papirani ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଅସୁବିଧା ଥମିବାର ନାଁ ନେଉନାହିଁ। ହାଇକୋର୍ଟରୁ ଜାମିନ ପାଇବାର ମାତ୍ର କିଛି ଦିନ ମଧ୍ୟରେ ସେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଗତ ଅଗଷ୍ଟ ୨୮ ତାରିଖରେ ଜଣେ ପ୍ରମୁଖ ସାକ୍ଷୀଙ୍କୁ…
ତାଜା ଖବର ରାଜ୍ୟ ‘Sagar Kavach’ Mega Mock Drill: ଆଜିଠୁ ଦୁଇଦିନିଆ ଓଡ଼ିଶା ଉପକୂଳରେ ଆରମ୍ଭ ମେଗା ସମରାଭ୍ୟାସ ସାଗର କବଚ September 16, 2026 Papirani ଓଡ଼ିଶାର ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ମେଗା ସମରାଭ୍ୟାସ ‘ସାଗର କବଚ’। ଉପକୂଳବର୍ତ୍ତୀ ଅଞ୍ଚଳର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇଦିନିଆ ମିଳିତ ସମରାଭ୍ୟାସର ଆୟୋଜନ କରାଯାଇଛି। ସମୁଦ୍ରରୁ ସ୍ଥଳଭାଗ ପର୍ଯ୍ୟନ୍ତ କଡ଼ା ପହରା…
ତାଜା ଖବର ଦେଶ ରାଜ୍ୟ Nuakhai Celebrations at Rashtrapati Bhavan: ରାଷ୍ଟ୍ରପତି ଭବନରେ ଧୂମଧାମରେ ପାଳିତ ହେଲା ‘ନୂଆଁଖାଇ’: ଓଡ଼ିଶାର ଲୋକନୃତ୍ୟ ଓ ସଂସ୍କୃତିର ଝଲକ September 16, 2026 Papirani କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଏକ ଭବ୍ୟ ଓ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ବିଶେଷ ଅବସରରେ ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ, ଘୁମୁରା, ଢେମସା, ଲାଞ୍ଜିଆ ସଉରା ଏବଂ ସମ୍ବଲପୁରୀ ନୃତ୍ୟ କଳାକାରମାନଙ୍କ…
ତାଜା ଖବର ରାଜ୍ୟ Heavy Rain Alert for Odisha: ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା September 16, 2026 Papirani ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ଆସନ୍ତା ସପ୍ତାହ ଯାଏଁ ବର୍ଷା ଜାରି ରହିବ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ହାଲୁକାରୁ ମଧ୍ୟମ ଏବଂ କେତେକ…
ତାଜା ଖବର ରାଜ୍ୟ Health Check-Up of The Rescued Orangutans: ନନ୍ଦନକାନନରେ ୫ ଓରାଂଓଟାନ୍ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ୨ ବିଶେଷଜ୍ଞ ଦଳ September 16, 2026 Papirani ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ୫ଟି କୋମଳମତି ଓରାଂଓଟାନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ସାମଗ୍ରିକ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ୨ ଜଣିଆ ବୈଷୟିକ ବିଶେଷଜ୍ଞ ଦଳ ହ୍ୟାଣ୍ଡ-ରିଅରିଂ ସେଣ୍ଟର ଗସ୍ତ କରି ସମୀକ୍ଷା କରିଛନ୍ତି। ମହୀଶୂର ଚିଡ଼ିଆଖାନର ୨ ବିଶେଷଜ୍ଞଙ୍କ…