Author: Nirvay

ନୂଆ ଇତିହାସ ରଚିଲା ଓଡ଼ିଶା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ…

ହାରିଲେ ମନମୋହନ

ରାଜ୍ୟରେ ଭାଜପାର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଚାନ୍ଦବାଲିରେ ଦଳକୁ ପରାଜୟର ସାମନା କରିବାକୁ ପଡିଛି। ବିଜପିର ଜଣେ ହେଭି ୱେଟ ନେତାଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି । ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ…

କଣ୍ଟାବାଞ୍ଜିରୁ ହାରିଲେ ନବୀନ

ରାଜ୍ୟରେ କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ଏବଂ ବିଜେଡିର ସଭାପତି ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଏହି ନିର୍ବାଚନ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ବିଜୟୀ…

ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଇସ୍ତଫା ଦେବେ ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ ପଟ୍ଟନାୟକ। ନବୀନ ହିଞ୍ଜିଳିରୁ ଜିତିଥଲେ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଛନ୍ତି।…

ଦିଗପହଣ୍ଡିରେ ଚମକିଲେ ସିଦ୍ଧାନ୍ତ

ବିଜେଡି ଗଡରେ ବିଜୟୀ ହେଲା ବିଜେପି । ଦିଗପହଣ୍ଡିରେ ଜିତିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ରଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇ ଜିତିଛନ୍ତି ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର । କହିରଖୁଛୁ ଯେ, ବିପ୍ଲବ…

ବାରାଣାସୀରୁ ତୃତୀୟ ଥର ପାଇଁ ବିଜୟୀ ହେଲେ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ଉତ୍ତର ପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଅଜୟ ରାୟଙ୍କୁ ପ୍ରାୟ ଦେଢ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୋଦୀଙ୍କୁ ପ୍ରାୟ ୬ ଲକ୍ଷ ୧୨…

ଓଡ଼ିଶାରେ ବିଜେପି ସୁନାମି ,ବିଜେଡିର ବହୁ ହେଭିୱେଟ ନେତା ପଛରେ

ଓଡ଼ିଶାରେ ବିଜେଡି ହେଭିୱେଟଙ୍କୁ ବଡ ଝଟକା । ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡିଛନ୍ତି ଶାସକ ଦଳର ବହୁ ନେତାମନ୍ତ୍ରୀ ।ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ଓଲିଉଡର ବର୍ଷିୟାନ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡି ଆସନରୁ ଲଢ଼ୁଛନ୍ତି। ସେ ବିଜେଡିର ବିପ୍ଲବ…

ଆଗରେ ଅଛନ୍ତି ଓଲିଉଡ ଷ୍ଟାର ଆକାଶ ଦାସ ନାୟକ

ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ସମସ୍ତଙ୍କୁ ଚକିତ କରିଛି। ଗତ ଅଢେଇ ଦଶନ୍ଧି ଧରି ଓଡ଼ିଶାରେ ରାଜ କରୁଥିବା ବିଜେଡିକୁ ଏଥର କଡ଼ା ଟକ୍କର ଦେଉଛି ବିଜେପି ।ଓଲିଉଡର ଚକଲେଟ ବୟ ଆକାଶ ଦାସ ନାୟକ ଯାଜପୁର ଜିଲ୍ଲା…

କଂଟାବାଞ୍ଜି ରେ ନବୀନ ପଛୁଆ

ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବିଧାନସଭା ନିର୍ବାଚନ ଫଳାଫଳର ଆରମ୍ଭରୁ ରାଜ୍ୟରେ କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । କଂଟାବାଞ୍ଜି ବିଧାନସଭା ଆସନରେ ୩ ରାଉଣ୍ଡ ଗଣତି ପରେ…

କେନ୍ଦ୍ରରେ କଡା ଟକ୍କର, ବିଜେପି ଆଗୁଆ

ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରୁ ୭୩୧୧ ଭୋଟ୍‌ରେ ଆଗୁଆ ଅଛନ୍ତି। ଲକ୍ଷ୍ନୌ ଲୋକସଭା ଆସନରେ ଆଗରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦିଲ୍ଲୀର ୭ଟି ଲୋକସଭା…