ବିଶ୍ୱ ରାଜନୀତି ଏଲନ୍ ମସ୍କ,ବିବେକ ରାମାସ୍ୱାମୀ ହେବେ ସରକାରୀ ଦକ୍ଷତା ବିଭାଗ(DOGE) ର ମୁଖ୍ଯ: ଟ୍ରମ୍ପ୍ November 13, 2024 Nirvay ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଏଲନ ମସ୍କ ଏବଂ ବିବେକ ରାମାସ୍ୱାମୀ ସରକାରୀ ଦକ୍ଷତା ବିଭାଗ(DOGE) ର ନେତୃତ୍ୱ ନେବେ।ଟ୍ରମ୍ପ ରାମାସ୍ୱାମୀଙ୍କୁ ତାଙ୍କ ପ୍ରଶାସନରେ ଯୋଗଦେବା ପାଇଁ ପ୍ରଥମ ଭାରତୀୟ -ଆମେରିକୀୟ ଭାବରେ ନିଯୁକ୍ତ କରିଛନ୍ତି।ଟ୍ରମ୍ପ…
ରାଜ୍ୟ ଡେପୁଟେସନ ରୁ ଓଡିଶା ଫେରିବେ IAS ସଂଜୀବ ମିଶ୍ର November 13, 2024 Nirvay ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ରଙ୍କୁ ଓଡ଼ିଶା କ୍ୟାଡର କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ତାଲିମ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ଏକ ସରକାରୀ ଆଦେଶରେ କୁହାଯାଇଛି ଯେ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କ୍ୟାବିନେଟ ନିଯୁକ୍ତି…
ରାଜ୍ୟ ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ ଦିବସ ୱେବସାଇଟ ଶୁଭାରମ୍ଭ ଉତ୍ସବରେ ଯୋଗଦେଲେ ମୁଖ୍ଯମନ୍ତ୍ରୀ ମାଝୀ November 13, 2024 Nirvay ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ ଦିବସ ୱେବସାଇଟର ଶୁଭାରମ୍ଭ ସମାରୋହରେ ଯୋଗଦେଇଛନ୍ତି ।ଜବାହରଲାଲ ନେହେରୁ ଭବନର ସି. ବି. ମୁଥାମ୍ମା ହଲରେ ଏହାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ପ୍ରବାସୀ ଭାରତୀୟ ଦିବସ…
ତାଜା ଖବର ରାଜ୍ୟ ‘ମୋ ବସ’ ଆପ ସହ ଏଣିକି ‘ଚାଲୋ’ ଆପ୍ରେ ମଧ୍ୟ ମିଳିବ ମୋ ବସ୍ ଟିକେଟ November 12, 2024 Nirvay ରାଜଧାନୀ ସହରାଞ୍ଚଳ ପରିବହନ (ସି. ଆର୍. ଯ଼ୁ. ଟି.) ଓ. ଏନ୍. ଡି. ସି. ପ୍ଲାଟଫର୍ମରେ ଏବେ ଏକ ପଞ୍ଜୀକୃତ ଡିଜିଟାଲ୍ ଟିକେଟ୍ ବିକ୍ରେତା ହୋଇପାରିଛି। ନବସୃଜନ ପ୍ରତି ପ୍ରତିବଦ୍ଧତା ଏବଂ ଯାତ୍ରୀ ଯାତାୟତ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସିଆରୟୁଟି ଏକ…
ତାଜା ଖବର ଦେଶ ରାଜ୍ୟ ଚାନ୍ଦିପୁର ରେ ଲଙ୍ଗ୍ ରେଞ୍ଜ୍ ଲ୍ୟାଣ୍ଡ୍ ଆଟାକ୍ କ୍ରୁଜ୍ ମିଜାଇଲ୍ ର ସଫଳ ପରୀକ୍ଷଣ November 12, 2024 Nirvay ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡି. ଆର୍. ଡି. ଓ.) ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ପରିସରରୁ ଲଙ୍ଗ ରେଞ୍ଜ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରିଥିଲା। ବ୍ୟାପକ ଉଡ଼ାଣ ପଥ କଭରେଜ୍ ପାଇଁ ଆଇଟିଆର ଦ୍ୱାରା…
ରାଜନୀତି ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଚିଠି ସରକାରଙ୍କ ଅପାରଗତା କୁ ଦର୍ଶାଉଛି : ବିଜେଡି November 12, 2024 Nirvay ଗତକାଲି ରାଜ୍ଯର ମୁଖ୍ଯ ପ୍ରଶାସନିକ ସଚିବଙ୍କ ଦ୍ୱାରା ପ୍ରକାଶିତ ଏକ ଚିଠିରେ ସରକାରୀ କର୍ମଚାରୀଙ୍କୁ ଚାପ ନଦେବାକୁ ଚେତାବନୀ ଦେବା ବିଜୁ ଜନତା ଦଳ ତରଫରୁ ପ୍ରଶାସନ ଏବଂ ସରକାରୀ ଦଳର ବିଫଳତା ବୋଲି ବର୍ଣ୍ଣନା କରାଯାଇଥିଲା। ବିଜୁ ଜନତା ଦଳର…
ରାଜନୀତି ରାଜ୍ୟ ଆମ୍ବ ଟାକୁଆ ପ୍ରସଙ୍ଗ ରେ ଜୟ ନାରାୟଣ ମିଶ୍ର ଙ୍କୁ ଘେରିଲା କଂଗ୍ରେସ November 12, 2024 Nirvay ଆମ୍ବଟାକୁଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଦଳ ବିଧାୟକ ରାମଚନ୍ଦ୍ର କାଡାମ ।ମନ୍ତବ୍ୟ ଅନୁଯାୟୀ, ଜୟନାରାୟଣମିଶ୍ରଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି । ଆଦିବାସୀ ମାନେ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଆନ୍ତି ନାହିଁ । ରାସନ ନ…
ତାଜା ଖବର ଦେଶ ରାଜନୀତି ଝାଡ଼ଖଣ୍ଡରୁ ତଡ଼ିପାର ହେବେ ଅନୁପ୍ରବେଶକାରୀ: ଅମିତ ଶାହ November 11, 2024 Nirvay କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ଘୋଷଣା କରିଛନ୍ତି ଯେ ଯଦି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୁଏ, ତେବେ ରାଜ୍ଯରୁ “ଅନୁପ୍ରବେଶକାରୀ” ମାନଙ୍କୁ ହଟାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରାଯିବ। ସେରାଇକେଲାରେ ଏକ ସମାବେଶରେ…
ତାଜା ଖବର ରାଜ୍ୟ ପଞ୍ଚୁକରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ November 11, 2024 Nirvay ନଭେମ୍ବର ୧୨ ରୁ ଆରମ୍ଭ ହେଉଥିବା ପଞ୍ଚୁକ ପର୍ବ ସମୟରେ ଭକ୍ତମାନେ ଯେପରି ନିରବଚ୍ଛିନ୍ନ ଦର୍ଶନ କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଯଥେଷ୍ଟ ସୁରକ୍ଷା ସତର୍କତା ଅବଲମ୍ବନ କରିଛି। ଭକ୍ତ ମାନେ କେବଳ ସିଂହ ଦ୍ୱାର…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ସରକାର ପୁନର୍ଗଠନ କୁ ନେଇ ମୁନ୍ନା ଖାଁ ଙ୍କ ପରେ ଅତନୁ ସବ୍ୟସାଚୀ ଙ୍କ ନୂଆ ବୟାନ November 11, 2024 Nirvay ବିଜୁ ଜନତା ଦଳ (ବିଜେଡ଼ି) ର ରାଜ୍ଯସଭା ସଦସ୍ଯ ତଥା ମୁନ୍ନା ଖାଁ ଦାବି କରିଥିଲେ ଯେ କ୍ଷମତାକୁ ଫେରିବା ପାଇଁ ବିଜେଡ଼ିକୁ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ ନାହିଁ ବର୍ତମାନ ଅନ୍ଯ ଜଣେ ବରିଷ୍ଠ ନେତା ଅତନୁ ସବ୍ଯସାଚୀ…