ନୂଆଦିଲ୍ଲୀ ;ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ ପରେ ଏବେ ଗୁଜରାଟର ଅହମଦାବାଦରେ ବମ ର ଧମକ ଦିଆଯାଇଛି । ପୁଣି ସ୍କୁଲଗୁଡିକୁ ଆସିଲା ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌। ଫଳରେ ଏହାକୁ ନେଇ ସମସ୍ତ ସ୍କୁଲରେ ହାଇ ଆଲର୍ଟ ଜାରି କରାଯାଇଛି।
ସୂଚନାଯୋଗ୍ୟ କି ଅହମଦାବାଦର ୩ଟି ସ୍କୁଲକୁ ଇମେଲ ବମରେ ଉଡାଇଦେବାକୁ ଧମକ ମିଳିଛି । ପୋଲିସ ଏହି ମାମଲର ତଦନ୍ତ କରୁଛି । କିଛି ଦିନ ତଳେ ମେ’ ୧ ତାରିଖରେ ଦିଲ୍ଲୀ ଏନ୍‌ସିଆର୍‌ର ପ୍ରଥମେ ତିନୋଟି ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ପରେ ଦେଖୁ ଦେଖୁ କିଛି ଘଣ୍ଟା ମଧ୍ୟରେ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ୨୦୦ ସ୍କୁଲକୁ ପଠାଯାଇଥିଲା। ଅଇପି ଆଡ୍ରେସ୍‌ରୁ ଏହି ଇ-ମେଲ୍‌କୁ ବିଦେଶରୁ ଆସିଥିବା ଜଣାପଡିଥିଲା।ଫଳର ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଏଇ-ମେଲ୍‌ ଜରିଆରେ ଆତଙ୍କୀମାନେ ଏହି ଧମକ ଦେଇଛନ୍ତି। ଫଳର ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ପ୍ରଥମେ ତିନୋଟି ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ପରେ ଦେଖୁ ଦେଖୁ କିଛି ଘଣ୍ଟା ମଧ୍ୟରେ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ୨୦୦ ସ୍କୁଲକୁ ପଠାଯାଇଥିଲା। ଅଇପି ଆଡ୍ରେସ୍‌ରୁ ଏହି ଇ-ମେଲ୍‌କୁ ବିଦେଶରୁ ଆସିଥିବା ଜଣାପଡିଥିଲା।ଫଳର ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ବେ ଗୁଜରାଟ ଅହମ୍ମଦାବାଦର ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି।

By SonaliP

Leave a Reply

Your email address will not be published. Required fields are marked *