ଝାରସୁଗୁଡ଼ା ବ୍ରଜରାଜନଗର ଓପିଏମ୍ ଇବ୍ ନଦୀ ଘାଟରେ ପୋଲିସ ଏନ୍କାଉଣ୍ଟର। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷ ଗୁରୁତର ଆହତ ହୋଇଛି । ଅଙ୍କିତକୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଙ୍କିତ ନାଁରେ ୭ଟି ଡକାୟତି ମାମଲା ସହ ମହିଳାଙ୍କୁ ଧମକ ଦେବା ନେଇ ତା ନାଁରେ ଅଭିଯୋଗ ମଧ୍ୟ ରହିଛି । Post navigation Susanta Singh Passes Away: ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ Howrah-Puri Express: ହାୱଡା-ପୁରୀ ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ