ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲୋରନ ଅଞ୍ଚଳରେ ଭୂସ୍ଖଳନ । ଗୋଟିଏ କଚାଘର ଧୋଇଯିବାରୁ ୪ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ରାଜୌରୀ-ପୁଞ୍ଚ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା ତାଣ୍ଡବରେ ଏଯାବତ ମୃତ୍ୟୁ ସଂଖ୍ୟା ଏବେ ୧୭ରେ ପହଞ୍ଚିଛି। ଏହି ଦୁର୍ଘଟଣା ପରେ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଛି। ସ୍ଥାନୀୟ ପ୍ରଶାସନ, ଭାରତୀୟ ସେନା, ପୋଲିସ ସହିତ NDRF ଏବଂ SDRF ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। Post navigation Heavy Rain Alert in Odisha: ରାଜ୍ୟରେ ୨୪ ତାରିଖ ଯାଏ ବର୍ଷା ସମ୍ଭାବନା; ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ Ratha Jatra Stampede: ରଥଯାତ୍ରାରେ ମୃତ୍ୟୁ ଘଟଣା, ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ