ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା । ଟିଏମସି ରାଜ୍ୟସଭା ସାଂସଦ ପଦ ଛାଡ଼ିଲେ ରାଜ୍ୟସଭା ସାଂସଦ ତଥା ଟଲିଉଡ ଲୋକପ୍ରିୟ ଅଭିନେତ୍ରୀ କୋଏଲ ମଲ୍ଲିକ । ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନକୁ ଭେଟି ଇସ୍ତଫା ଦେଇଛନ୍ତି କୋଏଲ । ରାଜ୍ୟସଭାରୁ ଇସ୍ତଫା ଦେବା ପରେ କୋଏଲ ମଲ୍ଲିକ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ ଯାଦବଙ୍କୁ ସାକ୍ଷାତ କରିଛନ୍ତି । Post navigation Ratha Jatra: ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ Ratha Jatra: ଆରମ୍ଭ ହୋଇଛି ରଥଟଣା; ଜନ୍ମବେଦୀ ଅଭିମୁଖେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ