ପାଠ୍ୟପୁସ୍ତକରେ ତ୍ରୁଟିକୁ ବିରୋଧ କରି ନବରଙ୍ଗପୁର ବନ୍ଦ ପାଳନ କରାଯାଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଇଛି । ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକ, କଂଗ୍ରେସ କାର୍ୟ୍ୟାଳୟ ସମ୍ମୁଖ, ମାଝୀଗୁଡା ଛକ ଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ସହର ମଧ୍ୟ ଦେଇ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱ ରେ ଦୂର ଦୁରାନ୍ତର ଗାଡି ଗୁଡିକ ଅଟକି ରହିଛି । Post navigation Tamil Nadu Gas Tragedy: Death Toll of Odia Workers Rises to 14 Heavy Rain in Odisha: ବର୍ଷାରେ ଭିଜୁଛି ଓଡ଼ିଶା; ଜୁଲାଇ ୩ରେ ଲଘୁଚାପ ସୃଷ୍ଟି ସମ୍ଭାବନା