ନାବାଳିକାକୁ ପେଟ୍ରୋଲ୍ ଢାଳି ହତ୍ୟା ଉଦ୍ୟମ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ଛାତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ସ୍କୁଲକୁ ଯାଉଥିବା ବାଟରେ ତାଙ୍କୁ ଅଟକାଇ ପୋଡ଼ି ଦେବାକୁ ଉଦ୍ୟମ କରି ତାଙ୍କ ଉପରେ ପେଟ୍ରୋଲ ଢାଳି ଦେଇଥିଲେ। ଏହାପରେ ଉନ୍ମତ୍ତ ଯୁବକକୁ ଧରି ପୋଲିସର ଜିମା ଦେଇଥିଲେ ଲୋକେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। Post navigation Naveen Patnaik slams Odisha Govt over Textbook Errors Asian Games 2026: ୨୦୨୬ ଏସୀୟ କ୍ରୀଡା ପାଇଁ ଭାରତୀୟ ମହିଳା ଦଳ ଘୋଷଣା