ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ୧୫ ଜଣିଆ ମହିଳା ଭାରତୀୟ ଦଳ ଘୋଷଣା ହୋଇଛି । T20 ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବରେ ବଜାୟ ରଖାଯାଇଛି। ସେହିପରି ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକା ଦାୟିତ୍ୱ ମିଳିଛି । ଚଳିତବର୍ଷ ସେପ୍ଟେମ୍ବରରେ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ୨୦୨୬ ଏସୀୟ କ୍ରୀଡାରେ ଭାରତୀୟ ଦଳ ପ୍ରବେଶ କରିବ । ଚୀନରେ ହାଙ୍ଗଜୌରେ ଅନୁଷ୍ଠିତ ଗତ ଏସୀୟ କ୍ରୀଡା (୨୦୨୩)ରେ ଭାରତ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା କ୍ରିକେଟ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ତେଣୁ ଏଥର ସ୍ୱର୍ଣ୍ଣ ପଦକ ବଜାୟ ରଖିବାକୁ ଲଢେଇ କରିବ । Post navigation FIFA WORLD CUP: चार बार की चैंपियन जर्मनी बाहर, पैराग्वे ने अंतिम-16 में जगह बनाई WhatsApp to launch ‘Usernames’ Feature, ending need to share Phone Numbers