ଇତିହାସ ରଚିଲା ଭାରତ । AVC କପ୍‌ ପୁରୁଷ ଭଲିବଲ୍‌ରେ ଭାରତ ଜିତିଲା ବ୍ରୋଞ୍ଜ୍‌ ପଦକ। ଗୁଜରାଟର ଅହମ୍ମଦାବାଦରେ ଅନୁଷ୍ଠିତ AVC ପୁରୁଷ କପ୍ ୨୦୨୬ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ବାହାରିନକୁ ୪ ସେଟ୍‌ ମୁକାବିଲାରେ ହରାଇ ବ୍ରୋଞ୍ଜ୍‌ ପଦକ ଜିତିଛି ଭାରତ । ପ୍ରଥମ ଥର ପାଇଁ ପଦକ ଜିତି ଭାରତ ଐତିହାସିକ ସଫଳତା ପାଇଛି ।

Leave a Reply

Your email address will not be published. Required fields are marked *