ଭକ୍ତଙ୍କ ଠାରୁ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ଜଣେ ଗିରଫ। ପୁରୀ ସିଂହଦ୍ବାର ଥାନାରେ ମାମଲା ପରେ ଜଣଙ୍କୁ ଗିରଫ କଲା ପୋଲିସ । ପୁରୀ ସିଂହଦ୍ୱାର ପୋଲିସ ମନ୍ଦିର ପରିସରରେ କାର୍ଯ୍ୟ କରୁଥିବା ଠକ ଗୋଷ୍ଠୀ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ୫ ଦିନରେ ୧୧ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏହାପରେ ମହାପ୍ରଭୁଙ୍କ ଦର୍ଶନ ସଂପୂର୍ଣ୍ଣ ମାଗଣା, କାହା ଦ୍ବାରା ପ୍ରଭାବିତ ନ ହେବାକୁ ପୁରୀ ଏସ୍ପି ଅନୁରୋଧ କରିଛନ୍ତି। Post navigation Odisha Higher Education Dept increases UG Seats by 10,372 for Current Academic Year Pension Issue in Odisha: ବକେୟା ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି