Tag: Jagannath darshan

Puri Jagannath Darshan Suspended for 4 Hours: କାଲି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ‘ବନକଲାଗି’ ନୀତି ପାଇଁ କାଲି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। କାଲି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଶ୍ରୀଜିଉଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେବେ। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ…

Puri Residents to Get Special Darshan: ମହାପ୍ରଭୁଙ୍କ ଦର୍ଶନ ହେବ ସହଜ; ଆଧାର ଦେଖାଇ ସିଧା ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ପୁରୀବାସୀ

ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ନିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଓକାକ୍ (OCAC) ସହଯୋଗରେ ପୁରୀବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ପୁରୀ ସହରର…

Jagannath Darshan: ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ଜଣେ ଗିରଫ

ଭକ୍ତଙ୍କ ଠାରୁ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ଜଣେ ଗିରଫ। ପୁରୀ ସିଂହଦ୍ବାର ଥାନାରେ ମାମଲା ପରେ ଜଣଙ୍କୁ ଗିରଫ କଲା ପୋଲିସ । ପୁରୀ ସିଂହଦ୍ୱାର ପୋଲିସ ମନ୍ଦିର ପରିସରରେ କାର୍ଯ୍ୟ କରୁଥିବା ଠକ ଗୋଷ୍ଠୀ ଉପରେ…

Slot Booking System for Jagannath Darshan: ଖୁବ୍‌ ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ: ପୃଥ୍ୱୀରାଜ ହରିଚନ୍ଦନ

ଖୁବ୍‌ ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଉଭୟ ଲାଇନ ଓ ସ୍ଲଟ୍‌ ବୁକିଂ ଦର୍ଶନ ଜାରି ରହିବା ନେଇ…