ରାଜଧାନୀରେ ଏନ୍‌କାଉଣ୍ଟର୍ । କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍‌ ମାଝୀକୁ ଏନ୍‌କାଉଣ୍ଟର୍ କଲା କମିଶନରେଟ୍‌ ପୋଲିସ୍ । ଇନ୍‌ଫୋ ଭ୍ୟାଲି ଥାନା ଅଂଚଳରେ ଡ୍ରଗ୍ସ ଡିଲ୍‌ ବେଳେ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍ ମାଝୀକୁ ଏନକାଉଣ୍ଟର୍ କରାଯାଇଛି । ପୋଲିସ୍‌ର ଗୁଳିରେ ପପୁନ୍‌ ଗୁରୁତର ହୋଇ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍ ପରେ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *