ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧି । ମେ’ ୨୫ ତାରିଖ ଯାଏଁ ଅବଧି ବଢ଼ାଇଲା ବୋର୍ଡ । ଆଜି ସରୁଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧି । ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ ସାରା ହାଇସ୍କୁଲର ପ୍ରଧାନ ଶିକ୍ଷକମାନଙ୍କ ଅନୁରୋଧ ପରେ ଏହି ବୃଦ୍ଧି କରାଯାଇଛି। Post navigation NTA Chief summoned by Parliamentary Panel over NEET Paper Leak Case Orissa HC to function in Virtual Mode as part of fuel conservation measures