ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ପୁଣି ଚର୍ଚ୍ଚାରେ ଇସ୍କନ୍। ପୁଣି ଇସ୍କନର ମନମାନୀ ଦେଖିବାକୁ ମିଳିଛି। ଦ. ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଛି। କାଲି ଦୁଇ ଦେଶରେ ଇସ୍କନ ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି । ଜୋହାନ୍ସବର୍ଗ ଓ ଫ୍ଲୋରିଡାରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ ହୋଇଛି । ଏହା ପରେ ପାରମ୍ପରିକ ତିଥି ବାହାରେ ରଥଯାତ୍ରା ପାଳନକୁ ନେଇ ଜଗନ୍ନାଥପ୍ରେମୀଙ୍କ ଭିତରେ କଡ଼ା ଉଦବେଗ ପ୍ରକାଶ ପାଇଛି। Post navigation Ebola Outbreak: ଆଫ୍ରିକାରେ ଇବୋଲା ଭାଇରସ ଭୟ; ଗଲାଣି ୮୦ ଜଣଙ୍କ ଜୀବନ DGP Warns Of Encounter: ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ: ଡିଜିପି