ସିଏନଜି ଉପଭୋକ୍ତାଙ୍କୁ ଦରବୃଦ୍ଧିର ଝଟକା ଲାଗିଛି। ପୁଣି ବଢ଼ିଲା ସିଏନ୍‌ଜି ଦର । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀର ଦୀର୍ଘ ବନ୍ଦ ଯୋଗୁଁ ବିଶ୍ୱ ଶକ୍ତି ବଜାରଗୁଡ଼ିକ ସ୍ତବ୍ଧ ହୋଇପଡ଼ିଛି।

ଆଜିଠୁ ସିଏନ୍‌ଜି ଦର କେଜି ପିଛା ୧ ଟଙ୍କା ବୃଦ୍ଧି ହୋଇଛି । ଦିଲ୍ଲୀରେ ସିଏନ୍‌ଜି ଦର କେଜି ପିଛା ୮୦ ଟଙ୍କା ୯ ପଇସାକୁ ବୃଦ୍ଧି ପାଇଛି । ଦୁଇ ଦିନ ତଳେ ସିଏନ୍‌ଜି ଦର କେଜି ପିଛା ୨ ଟଙ୍କା ବଢ଼ିଥିଲା ।

Leave a Reply

Your email address will not be published. Required fields are marked *