ଭାରତର ସବୁଠାରୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପେପର୍ ଲିକ୍ ଘଟଣାରେ ଆଉ ୨ଗିରଫ । ନିଟ୍-ୟୁଜି ପରୀକ୍ଷା ସହିତ ଜଡିତ ପେପର ଲିକରେ ଅନିୟମିତତା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ମହାରାଷ୍ଟ୍ରରୁ ଆଉ ୨ ଜଣଙ୍କୁ ଉଠାଇଲା CBI । ମୋଟ ଗିରଫଦାରୀ ସଂଖ୍ୟା ୭କୁ ବଢ଼ିଲା । ଏହା ସହ ୨୪ ଘଣ୍ଟା ଭିତରେ ସାରା ଦେଶର ୧୪ଟି ସ୍ଥାନରେ ରେଡ୍। Post navigation Odagaon Murder Case: ଓଡ଼ଗାଁ ହତ୍ୟାକାଣ୍ଡ ଘଟଣା: ଗିରଫ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଛାଡିଲା ପୁଲିସ Congress Protest Over Tribal Displacement: ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ