ଜୁନ୍‌ ୨୧ରୁ ରାଜ୍ୟରେ ହେବ OTET ପରୀକ୍ଷା। OTET ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ସକାଳ ୯ରୁ ୧୧ଟା ୩୦ ପେପର୍‌-୧ ଓ ୨ରୁ ୪ଟା ୩୦ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ।

ଜୁନ୍‌ ୯ରୁ ବୋର୍ଡ ୱେବ୍‌ସାଇଟ୍‌ରେ ମିଳିବ ଆଡ୍‌ମିଟ୍‌ କାର୍ଡ । ପରୀକ୍ଷାରେ ଯୋଗ ଦେବକୁଥିବ ପ୍ରାର୍ଥୀମାନେ ୯ ଜୁନ୍ ୨୦୨୬ ଠାରୁ BSE ଓଡ଼ିଶାର ସରକାରୀ ୱେବସାଇଟ୍ www.bseodisha.nic.in ରୁ ସେମାନଙ୍କର ପ୍ରବେଶ ପତ୍ର ଡାଉନଲୋଡ୍ କରିପାରିବେ।

Leave a Reply

Your email address will not be published. Required fields are marked *