ଭୁବନେଶ୍ୱରରେ ଗଣଦୁଷ୍କର୍ମ । ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଇନ୍ଫୋଭାଲି ଥାନା ଅଞ୍ଚଳ ଏକ ଘରୋଇ ମେସ୍ରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।ଅଭିଯୋଗ ପରେ କମିଶନରେଟ୍ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁମାନେ ସିପୁନ୍ ବେହେରା, ରଞ୍ଜନ ବେହେରା, ଶୁଭଙ୍କର ପାଢ଼ୀ ଏବଂ ରତିକାନ୍ତ ବୋଲି ଚିହ୍ନଟ କରିଛନ୍ତି। Post navigation Tamil Nadu Govt revokes Astrologer’s appointment as OSD MSP Hike for Kharif Crops: ଧାନର MSP କ୍ବିଣ୍ଟାଲ ପିଛା ୭୨ଟଙ୍କା ବୃଦ୍ଧି