ତାଜା ଖବର ରାଜ୍ୟ Engineering Student Gangraped in BBSR: ରାଜଧାନୀରେ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ May 13, 2026 Papirani ଭୁବନେଶ୍ୱରରେ ଗଣଦୁଷ୍କର୍ମ । ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଇନ୍ଫୋଭାଲି ଥାନା ଅଞ୍ଚଳ ଏକ ଘରୋଇ ମେସ୍ରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।ଅଭିଯୋଗ ପରେ କମିଶନରେଟ୍ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ଅଭିଯୁକ୍ତଙ୍କୁ ଗିରଫ…