A saleswoman arranges gold bangles during the Hindu festival of 'Akshaya Tritiya', an auspicious day in the Hindu calendar to buy valuables, at a jewellery showroom in Chennai on May 3, 2022. (Photo by Arun SANKAR / AFP)

ବଢ଼ିଲା ସୁନା ଦର । ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ବଢ଼ିଲା ସୁନା ଦର। ୨୪ କ୍ୟାରେଟ୍‌ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି । ୨୪ କ୍ୟାରେଟ୍ ସୁନାଦର ହେଲା ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା ।

ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧୨,୭୫୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ସୁନା ଦର ହେଲା ୧ଲକ୍ଷ ୫୩ ହଜାର ୯୦୦ ଟଙ୍କା । ୧୮ କ୍ୟାରେଟ୍ ସୁନା ଦର ୧୦ ହଜାର ୪୩୦ ଟଙ୍କା ବଢି ୧ ଲକ୍ଷ ୨୫ ହଜାର ୯୨୦ ଟଙ୍କା ହୋଇଛି।

 

Leave a Reply

Your email address will not be published. Required fields are marked *