Vijay’s TVK No.1 in Tamil Nadu
ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ଅଭିନେତାରୁ ରାଜନେତା ହୋଇଥିବା ବିଜୟ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି ।
 
ତାଙ୍କ ଦଳ ଟିଭିକେ ବର୍ତ୍ତମାନ ୧୦୮ ଆସନରେ ଆଗୁଆ ଅଛି, ପ୍ରାରମ୍ଭିକ ଗଣନା ଟ୍ରେଣ୍ଡରେ ADMK ଏବଂ DMK ଉଭୟଙ୍କଠାରୁ ବହୁତ ଆଗରେ ଅଛି TVK । ADMK ୬୪ଟି ଆସନରେ ଆଗୁଆ ଥିବାବେଳେ DMK ୪୦ଟି ଆସନରେ ଆଗୁଆ ଅଛି । ବର୍ତ୍ତମାନର ସଂଖ୍ୟା ବିଜୟଙ୍କ ଦଳ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ନିକଟତର ହୋଇଥିବା ଦର୍ଶାଉଛି ।
 
 

By Nirvay

Leave a Reply

Your email address will not be published. Required fields are marked *